ସରକାରୀ ଚାକିରି ପାଇଁ ଇଚ୍ଛୁକ କି? ଇଣ୍ଡିଆନ୍‌ ଅଏଲ୍‌ ଆଣିଛି ସୁବର୍ଣ୍ଣ ସୁଯୋଗ, ଜାଣନ୍ତୁ କିଏ କରିପାରିବେ ଆବେଦନ

ନୂଆଦିଲ୍ଲୀ: ସରକାରୀ ଚାକିରି ଖୋଜୁଛନ୍ତି କି? ଇଣ୍ଡିଆନ୍‌ ଅଏଲ୍‌ ଆପଣଙ୍କ ପାଇଁ ନେଇ ଆସିଛି ସୁବର୍ଣ୍ଣ ସୁଯୋଗ। ଇଣ୍ଡିଆନ୍‌ ଅଏଲ କର୍ପୋରେସନ୍‌ ଲିମିଟେଡ୍‌(IOCL) ୧୭୬ଟି ଅପରେଣ୍ଟିସ୍‌ ପଦ ପୂରଣ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଆବେଦନ କରିବାର ଶେଷ ତାରିଖ ୩୧ ଅଗଷ୍ଟ ୨୦୧୯ ରହିଛି।…

ଅମିଷା ପଟେଲଙ୍କ କାର ଦୁର୍ଘଟଣାଗ୍ରସ୍ତ, ଜାଣନ୍ତୁ କେମିତି ଅଛି ତାଙ୍କ ସ୍ୱାସ୍ଥ୍ୟାବସ୍ଥା

ବଲିଉଡର ଚୁଲ୍‌ବୁଲି ନାୟିକା ଅମିଷା ପଟେଲ ଏବେ ଫିଲ୍ମ ଦୁନିଆରୁ ଦୂରରେ ଥିଲେ ବି ସୋସିଆଲ ମିଡିଆରେ କିନ୍ତୁ ସେ ବହୁ ଆକ୍ଟିଭ୍‌। କିଛି ଦିନ ତଳେ ଅମିଷାଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ଏକ ଖବର ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା। ଏଥିସହ ଏକ ଦୁର୍ଘଟଣାଗ୍ରସ୍ତ କାର୍‌ର ଫଟୋ…

ଚଷମାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି? ଖାଦ୍ୟରେ ସାମିଲ କରନ୍ତୁ ଏହି 5 ଟି ଜିନିଷ

ଆଜିର ଆଧୁନିକ ତଥା ପରିବର୍ତ୍ତନଶୀଳ ଦୁନିଆରେ ସମସ୍ତେ ନିଜ ଲୁକ୍‌କୁ ନେଇ ଅଛନ୍ତି ଚିନ୍ତାରେ। କ’ଣ ପିନ୍ଧିବେ କେମିତି ହେୟାର ଷ୍ଟାଇଲ୍‌ କଲେ ଅନ୍ୟମାନଙ୍କ ଆଗରେ ଭିନ୍ନ ଦିଶିବେ, ସେ ଚିନ୍ତା ଏବେ ଘାରିଛି ସବୁ ଯୁବ ପିଢ଼ିଙ୍କୁ। ତେବେ ବର୍ତ୍ତମାନ ପ୍ରାୟ ପାଠପଢ଼ା ସହ ମୋବାଇଲ୍‌ ବ୍ୟବହାର ଯୋଗୁ…

ଏମିତି ଏକ ଏୟାରଲାଇନ୍ସ ଯେଉଁଠି ବିକିନି ପିନ୍ଧି ସେବା ଯୋଗାଉଥିଲେ ଏୟାର ହୋଷ୍ଟେସ୍‌, ଜାଣନ୍ତୁ ପରେ କ’ଣ ହେଲା

ନୂଆଦିଲ୍ଲୀ: ବିକିନି ପିନ୍ଧି ଉଡ଼ାଜାହାଜରେ ସେବା ଯୋଗାଉଥିଲେ ଏୟାରହୋଷ୍ଟେସ୍‌। ଠିକ୍‌ ପଢ଼ିଲେ ଆପଣ। ସାଧାରଣ ଏୟାର ହୋଷ୍ଟେସ୍‌ ନୁହେଁ, ବିକିନି ପିନ୍ଧା ଯୁବତୀ ଯାତ୍ରୀଙ୍କୁ ଆକର୍ଷଣୀୟ ଢଙ୍ଗରେ କରୁଥିଲେ ସ୍ୱାଗତ। କେବଳ ସ୍ୱାଗତ ନୁହେଁ, ଉତ୍ତେଜନ ଡ୍ୟାନ୍ସ କରି ମନୋରଞ୍ଜନ ମଧ୍ୟ କରୁଥିଲେ।…

ସୁଖୀ ରହିବାକୁ ଚାହୁଁଛନ୍ତି କି? ତେବେ ଛାଡ଼ନ୍ତୁ ଏହି ସାତୋଟି ଅଭ୍ୟାସ

ମଣିଷ ଏକ ସାମାଜିକ ପ୍ରାଣୀ। ସୁଖ ଦୁଃଖ ହସ ଲୁହ ଏସବୁ ଆମ ନିତିଦିନିଆ ଜୀବନର ଏକ ଅଙ୍ଗ। ଟଙ୍କା ପଇସା ହେଉ ବା ରୂପ ଯୌବନ କୌଣସି ଜିନିଷ ସବୁଦିନ ରହିବନି ଜାଣି ମଧ୍ୟ ଲୋକମାନେ ଅର୍ଥ କମାଇବାକୁ ଲାଗିପଡ଼ିଥାନ୍ତି। ଆଉ ବିଫଳ ହେଲେ ଦୁଃଖୀ ହୋଇପଡ଼ନ୍ତି। ତେବେ ଅନେକ ସମୟରେ ଆମର ଚିନ୍ତାଧାରା,…

ଆସିଲା OnePlus TV ର ପ୍ରଥମ ଫଟୋ, ଦେଖନ୍ତୁ କେମିତି ରହିଛି ଲୁକ୍‌

OnePlus ଫୋନ୍‌ ପରେ ଏବେ OnePlus TV ମାର୍କେଟକୁ ଆସିବାକୁ ଯାଉଛି। ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଥିବା ଏହି ଟିଭିର ବଜାର ପ୍ରବେଶକୁ ଲୋକେ ଅପେକ୍ଷା କରିଥିବା ବେଳେ ଏବେ ଏହାର ଫଟୋ ସାମ୍ନାକୁ ଆସିଛି। OnePlusର ସିଇଓ ପେଟେ ଲଉ ସୋସିଆଲ ମିଡିଆରେ ଟିଭିର ଦୁଇଟି ଫଟୋ ସେୟାର କରିଛନ୍ତି।…

ବର ପାଇଁ କନ୍ୟା ଘରର ସର୍ତ୍ତ, ଆମ ଝିଅକୁ ବାହା ହେବ ତ ଏଇ କାମ କର

କୋଲକାତା: ରାଜନେତାଙ୍କୁ ଝିଅ ଦେବାକୁ ମନା କଲେ ପରିବାର ଲୋକ। ବିବାହ କିମ୍ବା ଦଳ ମଧ୍ୟରୁ କୌଣସି ଗୋଟିଏକୁ ବାଛିବାକୁ ବରପକ୍ଷକୁ କୁହାଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗରେ। ପଶ୍ଚିମବଙ୍ଗର ଜଣେ ବିଜେପି ନେତାଙ୍କୁ ଝିଅ ବାହା ଦେବାକୁ କନ୍ୟାର ପରିବାର ଲୋକ ରୋକଠୋକ୍‌ ମନା କରି…

ଏୟାରସ୍ପେସ୍‌ ବନ୍ଦ କରିବାକୁ ପୁଣି ପାକିସ୍ତାନର ଧମକ, ଜାଣନ୍ତୁ ପୂର୍ବଥର କେତେ କ୍ଷତି ସହିଥିଲା

ନୂଆଦିଲ୍ଲୀ/ଇସଲାମାବାଦ: ଭାରତ ସରକାର ଜମ୍ମୁ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ କରିବା ପରେ ପାକିସ୍ତାନ ପ୍ରତିଦିନ କିଛି ନା କିଛି ଏମିତି କାମ କରୁଛି ଯାହା ତା’ନିଜ ପାଇଁ ହିଁ ସମସ୍ୟା ସୃଷ୍ଟି କରୁଛି। ଏବେ ପାକିସ୍ତାନ ପୁଣି ଥରେ ଭାରତ ପାଇଁ ଏୟାରସ୍ପେସ ବନ୍ଦ କରିବାକୁ ଧମକ ଦେଇଛି। ପୂର୍ବରୁ…

‘‘ଉଡ଼ାନ’’ ସିରିୟଲର ପ୍ରକୃତ ‘‘କଲ୍ୟାଣୀ’’ ଆଉ ନାହାନ୍ତି

ନୂଆଦିଲ୍ଲୀ: ଦେଶର ପ୍ରଥମ ମହିଳା ଡିଜିପି କଞ୍ଚନ ଚୌଧୁରୀ ଆଉ ନାହାନ୍ତି। ଦୀର୍ଘଦିନ ଧରି ରୋଗଶଯ୍ୟାରେ ପଡ଼ିବା ପରେ ସୋମବାର ତାଙ୍କ ପରଲୋକ ଘଟିଛି। ତାଙ୍କ ଜୀବନୀକୁ ନେଇ ଦୂରଦର୍ଶନରେ ‘ଉଡ଼ାନ୍‌’ ନାମକ ଏକ ଧାରାବାହିକ ପ୍ରଦର୍ଶିତ ହେଉଥିଲା। ସେଥିରେ ମୁଖ୍ୟ ଚରିତ୍ର କଞ୍ଚନ ଚୌଧୁରୀଙ୍କ ନାଁ…

ସୋସିଆଲ ମିଡିଆରେ ୭ଠ ବର୍ଷୀୟା ମହିଳାଙ୍କ ଡ୍ୟାନ୍ସ ଭାଇରାଲ, ସାଉଣ୍ଟୁଛନ୍ତି ଦର୍ଶକଙ୍କ ପ୍ରଶଂସା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଅଦ୍ଭୁତ ଜିନିଷ ଭାଇରାଲ ହେଉଛି। କିଏ ଅଧିକ ପ୍ରଶଂସା ସାଉଣ୍ଟୁଛି ତ ଆଉ କିଏ ଅପବାଦ ମୁଣ୍ଡାଉଛି। ତେବେ ସୋସିଆଲ ମିଡିଆ ବ୍ୟବହାରକାରୀ କିନ୍ତୁ ଏହାର ଭରପୁର ଫାଇଦା ଉଠାଉଛନ୍ତି । ଏବେ ସେହିଭଳି ଏକ ଭିଡିଓ ବହୁତ ଭାଇରାଲ ହେବାରେ…

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ୨୫ ପ୍ରତିଶତ ଯାଏଁ ରିହାତିରେ ଏବେ ମିଳିବ ଟିକେଟ୍‌

ନୂଆଦିଲ୍ଲୀ: ଯାତ୍ରୀମାନେ ସଡ଼କପଥ ଏବଂ ବିମାନଯାତ୍ରାରେ ଶସ୍ତାରେ ଯାତ୍ରା କରି ଅଧିକ ଲାଭ ପାଉଥିବାରୁ ଧୀରେ ଧୀରେ ଟ୍ରେନ୍‌ରେ ଯାତ୍ରୀ ସଂଖ୍ୟା କମିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରେଳ ବିଭାଗ ଯାତ୍ରୀ ସଂଖ୍ୟା ବୃଦ୍ଧି କରିବାକୁ ନୂଆ ପନ୍ଥା ଆପଣାଇବାକୁ ଯୋଜନା କରୁଛି। ରେଳବିଭାଗ ଏବେ…

ଇମ୍ରାନ୍‌ ଉବର ଡ୍ରାଇଭର ହେବାକୁ ଯୋଗ୍ୟ, ଏମିତି କହିଲେ ପାକିସ୍ତାନୀ ନେତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୟୁଏଇର ସର୍ବୋଚ୍ଚ ନାଗରିକ ସମ୍ମାନ ମିଳିବା ପରେ ପାକିସ୍ତାନରେ ବୃଦ୍ଧି ପାଇଛି ଉତ୍ତେଜନା। ମୋଦିଙ୍କୁ ଏଭଳି ସମ୍ମାନ ମିଳିବାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ପାକିସ୍ତାନର ବିପକ୍ଷ ଦଳ ନେତ୍ରୀ। ବିପକ୍ଷ ଦଳର ନେତ୍ରୀ ମୋଦିଙ୍କ ଏହି ସମ୍ମାନ ପାଇବାକୁ…