ଭାରତ ଇଲେକଟ୍ରୋନିକ୍ସରେ ଖାଲିପଡିଛି ୫୪୯ ପଦବୀ, ଜଲଦି କରନ୍ତୁ ଆବେଦନ

ଭାରତ ଇଲେକଟ୍ରୋନିକ ଲିମିଟେଡ୍ ପକ୍ଷରୁ ଖାଲିପଡିଥିବା ୫୪୯ ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି। ଏହି ପଦବୀରେ ଆବେଦନ କରିବା ପାଇଁ ଆଜି ହେଉଛି ଶେଷ ତାରିଖ। ଯୋଗ୍ଯ ଏବଂ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ। ଏହି ନିଯୁକ୍ତି ଟ୍ରେନି ଇଂଜିନିୟର ଏବଂ ପ୍ରୋଜେକ୍ଟ ଇଂଜିନିୟର ପଦବୀରେ ହେଉଛି।

ପଦବୀ ବିବରଣୀ:

ଟ୍ରେନି ଇଂଜିନିୟର: ୪୨୬
ପ୍ରୋଜେକ୍ଟ ଇଂଜିନିୟର: ୧୨୩

ବୟସସୀମା: ପ୍ରୋଜେକ୍ଟ ଇଂଜିନିୟର ପାଇଁ ୨୮ ବର୍ଷ ଏବଂ ଟ୍ରେନି ଇଂଞ୍ଜିନିୟର ପଦବୀ ପାଇଁ ୨୫ ବର୍ଷ ବୟସ ନିର୍ଦ୍ଧାରିତ କରାଯାଇଛି।

ଦରମା: ନିଯୁକ୍ତ ପ୍ରାର୍ଥୀଙ୍କୁ ମାସକୁ ୨୫ ହଜାରୁ ୩୫ ହଜାର ପର୍ଯ୍ଯନ୍ତ ଦରମା ମିଳିବ।

ଯୋଗ୍ଯତା: ସମସ୍ତ ପଦବୀ ପାଇଁ ଅଲଗା ଅଲଗା ଶିକ୍ଷାଗତ ଯୋଗ୍ଯତା ନିର୍ଦ୍ଧାରିତ କରାଯାଇଛି। ଅଧିକ ଜାଣିବା ପାଇଁ ନୋଟିଫିକେସନରେ କ୍ଲିକ କରନ୍ତୁ।

Job

ଆବେଦନ ଶୁଳ୍କ:

ଟ୍ରେନି ଇଂଜିନିୟର ପଦ ପାଇଁ ୨୦୦ ଟଙ୍କା ପ୍ରୋଜେକ୍ଟ ଇଂଜିନିୟର ପଦ ପାଇଁ ୫୦୦ ଟଙ୍କା ଆବେଦନ ଶୁଳ୍କ ରଖାଯାଇଛି। ସେହିପରି ଅନୁସୂଚିତ ଜାତି ଏବଂ ଜନଜାତି ଏବଂ PWD ପ୍ରାର୍ଥୀଙ୍କ ପାଇଁ କୌଣସି ଆବେଦନ ଶୁଳ୍କ ଧାର୍ଯ୍ଯ କରାଯାଇ ନାହିଁ।

ଚୟନ: ପ୍ରାର୍ଥୀଙ୍କ ଚୟନ ପ୍ରକ୍ରିୟା ଶିକ୍ଷାଗତ ଯୋଗ୍ଯତା ଏବଂ ଇଣ୍ଟରଭ୍ଯୁ ଆଧାରରେ ହେବ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ…

https://bel-india.in/Documentviews.aspx?fileName=Web-AD-PE-TE-BG-Unit-11-11-2020.pdf

https://bel-india.in/

https://jobapply.in/bel2020tetopepo/

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.