ଇଂଜିନିୟରିଂ ସ୍ନାତକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, AAI ରେ ଖାଲିପଡିଛି ଅନେକ ପଦବୀ

ଭାରତୀୟ ବିମାନପତ୍ତନ ପ୍ରାଧିକରଣ(AAI)ରେ ଖାଲି ପଡିଛି ଅନେକ ପଦବୀ। ଏଠାରେ ଜୁନିଅର ଆସିଷ୍ଟାଣ୍ଟ( ଇଂଜିନିୟରି ସିଭିଲ/ଇଲେଟ୍ରିକାଲ/ ଇଲେକ୍ଟ୍ରୋନିକ୍ସ) ପଦବୀରେ ଚାକିରି କରିବାକୁ ଚାହୁଁଚନ୍ତି, ତେବେ ଏହାର ଅଫିସିଆଲ େଓ୍ଵବସାଇଟକୁ ଯାଇ ଆବେଦନ କରିପାରିବେ। ଆବେଦନ କରିବା ପୂର୍ବରୁ ଦିଆଯାଇଥିବା ନୋଟିଫିକେସନକୁ ନିଶ୍ଚିତ ପଢନ୍ତୁ।

ପଦବୀ ବିବରଣୀ :

ଜୁନିଅର ଆସିଷ୍ଟାଣ୍ଟ (ଇଂଜିନିୟରି ସିଭିଲ/ଇଲେଟ୍ରିକାଲ/ ଇଲେକ୍ଟ୍ରୋନିକ୍ସ) : ୧୮୦

ଗୁରୁତ୍ୱପୂର୍ଣ୍ଣ ତାରିଖ : ଆବେଦନ କରିବାର ପ୍ରାରମ୍ଭିକ ତାରିଖ ୩ ଅଗଷ୍ଟ, ୨୦୨୦ ରହିଥିବା ବେଳେ ଶେଷ ତାରିଖ ୨ ସେପ୍ଟେମ୍ବର ୨୦୨୦ ରହିଛି।

AAI-6

ବୟସ ସୀମା : ଏହିସବୁ ପଦବୀରେ ଆବେଦନ କରିବା ପାଇଁ ବୟସ ସୀମା ୨୭ ବର୍ଷ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି।

ଶିକ୍ଷାଗତ ଯୋଗ୍ୟତା : ଆବେଦନକାରୀଙ୍କ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା କୌଣସି ମାନ୍ୟତାପ୍ରାପ୍ତ କିମ୍ବା ଡିମଡ ବିଶ୍ୱବିଦ୍ୟାଳୟ ଅଥବା ଭାରତ ସରକାରଙ୍କ ଦ୍ୱାରା ମାନ୍ୟତାପ୍ରାପ୍ତ ସଂସ୍ଥାକୁ ଇଂଜିନିୟରିଂରେ ସ୍ନାତକ କରିଥିବା ଆବଶ୍ୟକ।

ଆବେଦନ ପ୍ରକ୍ରିୟା : ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଆବେଦନ କରିବା ପାଇଁ https:/www.aai.aero/ ଯାଇ ନୋଟିଫିକେସ ଡାଉନଲୋଡ କରି ପଢନ୍ତୁ।

ଚୟନ ପ୍ରକ୍ରିୟା : ଇଚ୍ଛୁକ ପ୍ରାର୍ଥୀଙ୍କ ଚୟନGATE 2019 ଆଧାରରେ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.