୫ମ, ୧୦ମ ପାସ୍‌ ପ୍ରାର୍ଥୀଙ୍କ ପାଇଁ ଅଙ୍ଗନଓ୍ଵାଡ଼ିରେ ନିଯୁକ୍ତି ସୁଯୋଗ, ମିଳିବ ବଢ଼ିଆ ଦରମା

ଅଙ୍ଗନଓ୍ଵାଡ଼ିରେ ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଖୁସି ଖବର। ଉତ୍ତର ପ୍ରଦେଶର ବାଲ ବିକାଶ ସେବା ପରୀକ୍ଷା ତରଫରୁ ଅଙ୍ଗନଓ୍ଵାଡ଼ି କାର୍ଯ୍ୟକର୍ତ୍ତା, ମିନି ଅଙ୍ଗନଓ୍ଵାଡ଼ି କାର୍ଯ୍ୟକର୍ତ୍ତା ଓ ଅଙ୍ଗନଓ୍ଵାଡ଼ି ହେଲପର ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ ଏଥିପାଇଁ ତୁରନ୍ତ ଆବେଦନ କରନ୍ତୁ। ଆସନ୍ତୁ ଜାଣିବା ଏହି ନିଯୁକ୍ତି ସମ୍ପର୍କରେ ସବିଶେଷ ବିବରଣୀ:

ଅନ୍‌ଲାଇନ୍‌ ଆବେଦନ ଆରମ୍ଭ- ୨୭ ମାର୍ଚ୍ଚ ୨୦୨୧

ଜୌନ୍‌ପୁର ପାଇଁ ଆବେଦନ ଶେଷ-୭ ଜୁଲାଇ ୨୦୨୧

ଗୋଣ୍ଡା ପାଇଁ ଆବେଦନ ଶେଷ-୫ ଜୁଲାଇ ୨୦୨୧

ମୋଟ୍‌ ପଦ ସଂଖ୍ୟା- ୫୩,୦୦୦

ଶିକ୍ଷାଗତ ଯୋଗ୍ୟତା:

ଅଙ୍ଗନଓ୍ଵାଡ଼ି କାର୍ଯ୍ୟକର୍ତ୍ତା- ଦ୍ୱାଦଶ ପାସ୍‌

ଅଙ୍ଗନଓ୍ଵାଡ଼ି ହେଲପର- ୫ମ ପାସ୍‌

ଅଙ୍ଗନଓ୍ଵାଡ଼ି ପର୍ଯ୍ୟବେକ୍ଷକ- ସ୍ନାତକ

ବୟସ ସୀମା- ୨୧ରୁ ୪୫ ବର୍ଷ

ଚୟନ ପ୍ରକ୍ରିୟା- ମେରିଟ୍‌ ଆଧାରରେ ହେବ ଚୟନ ପ୍ରକ୍ରିୟା

ଇଚ୍ଛୁକ ପ୍ରାର୍ଥୀ balvikasup.gov.in କୁ ଯାଇ ଆପ୍ଲାଏ କରିପାରିବେ। ନଚେତ୍‌ ସିଧାସଳଖ http://balvikasup.gov.in/BalVikasUP2/OnlineVacancySearch.aspx ଲିଙ୍କ୍‌ ଉପରେ କ୍ଲିକ୍‌ କରି ଆବେଦନ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.