ଭାରତର କୁଟନୈତିକ ଚାପ ଆଗରେ ମୁଣ୍ଡ ନୁଆଁଇଲା ଆଣ୍ଟିଗୋଆ, PNB ସ୍କାମ୍‌ର ମାଷ୍ଟର ମାଇଣ୍ଡ ମେହୁଲ ଚୋକ୍‌ସୀଙ୍କ ନାଗରିକତ୍ୱ ରଦ୍ଦ

ନୂଆଦିଲ୍ଲୀ: ଭାରତର କୁଟନୈତିକ ଚାପ ଆଗରେ ମୁଣ୍ଡ ନୁଆଁଇଲା ଆଣ୍ଟିଗୋଆ । PNB ସ୍କାମ୍‌ର ମାଷ୍ଟର ମାଇଣ୍ଡ ମେହୁଲ ଚୋକ୍‌ସୀଙ୍କ ନାଗରିକତ୍ୱ ରଦ୍ଦ କରିବ ଆଣ୍ଟିଗୋଆ। ପ୍ରଧାନମନ୍ତ୍ରୀ ଗୋଷ୍ଟନ ବ୍ରାଉନ୍‌ ନେଇ ଘୋଷଣା କରିଛନ୍ତି । ସେ କହିଛନ୍ତି ଚୋକ୍‌ସୀଙ୍କ ନାଗରିକତ୍ୱ ରଦ୍ଦ କରିବା ପାଇଁ ଭାରତ ପକ୍ଷରୁ ବାରମ୍ବାର କୁହାଯାଉଥିଲା । ନାଗରିକତ୍ୱ ରଦ୍ଦ ହେବା ପରେ ଖୁବ୍‌ ଶୀଘ୍ର ଭାରତ ପ୍ରତ୍ୟର୍ପଣ ହେବେ ମେହୁଲ ଚୋକ୍‌ସୀ । PNB ସ୍କାମ୍‌ରେ ନୀରବ ମୋଦି ଓ ମେହୁଲ ଚୋକ୍‌ସୀ ୧୩ ହଜାର କୋଟି ଟଙ୍କା ଘୋଟାଲା କରିଥିବା ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.