BSF ରେ ବମ୍ପର ନିଯୁକ୍ତି, ୧୦ମ ଏବଂ ୧୨ଶ ପ୍ରାର୍ଥୀ ଜଲଦି କରନ୍ତୁ ଆବେଦନ

ବିଏସଏଫରେ ଚାକିରି କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। BSF ରେ ସହାୟକ ବିମାନ ମେକାନିକ(ASI), ସହାୟକ ରେଡିଓ ମେକାନିକ, ଷ୍ଟୋର ମ୍ୟାନ ଏବଂ ଅନ୍ୟାନ୍‌୍ୟ ପଦବୀ ପାଇଁ ଆବେଦନ କରିପାରିବେ। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଏଥିପାଇଁ BSFର ଅଧିକାରକ େଓ୍ଵବସାଇଟ bsf.gov.inକୁ ଯାଇ ଆପ୍ଲାଏ କରିପାରିବେ। ଏହି ପଦବୀରେ ଆବେଦନ କରିବାର ଶେଷ ତାରିଖ ୨୬ ଜୁଲାଇ ରହିଛି।

ଏହାଛଡା ଇଚ୍ଛୁକ ପ୍ରାର୍ଥୀ ସିଧାସଳଖ ଭାବେ htps://rectt.bsf.gov.in/ରେ କ୍ଲିକ କରି ଆବେଦନ କରିପାରିବେ।

ଆବେଦନ କରିବାର ଶେଷ ତାରିଖ ୨୬ ଜୁଲାଇ ରହିଛି।

ପଦବୀ ବିବରଣୀ: ୨୨୦

ଶିକ୍ଷାଗତ ଯୋଗ୍ୟତା: ବିଭିନ୍ନ ପଦବୀ ପାଇଁ ବିଭିନ୍ନ ଶିକ୍ଷାଗତ ଯୋଗ୍ୟତା ରହିଛି।

ବୟସ ସୀମା:ଶିକ୍ଷାଗତ ଯୋଗ୍ୟତା ଭଳି ବିଭିନ୍ନ ପଦବୀ ପାଇଁ ବୟସ ସୀମା ମଧ୍ୟ ଭିନ୍ନ ଭିନ୍ନ ରହିଛି।

ଦରମା: ବିଭିନ୍ନ ପଦବୀ ପାଇଁ ଭିନ୍ନ ଦରମା ଧାର୍ଯ୍ୟ କରାଯାଇଛି।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ

https://rectt.bsf.gov.in/

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.