ସେଣ୍ଟ୍ରାଲ ବ୍ଯାଙ୍କ ଅଫ୍ ଇଣ୍ଡିଆରେ ନିଯୁକ୍ତି ସୁଯୋଗ, ଜାଣନ୍ତୁ କ’ଣ ରହିଛି ଚୟନ ପ୍ରକ୍ରିୟା

ସେଣ୍ଟ୍ରାଲ ବ୍ଯାଙ୍କ ଅଫ୍ ଇଣ୍ଡିଆରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି। ସୂଚନା ମୁତାବକ କାଉନସିଲର ପଦବୀରେ ନିଯୁକ୍ତି ପାଇଁ ଆବେଦନ ପ୍ରକାଶ ପାଇଛି। ଇଛୁକ ପାର୍ଥୀ ସେଣ୍ଟ୍ରାଲ ବ୍ଯାଙ୍କ ଅଫ୍ ଇଣ୍ଡିଆରେ ଚାକିରି କରିବାକୁ ଚାହୁଁଥିଲେ ଆସନ୍ତା ୦୮ ଅଗଷ୍ଟ ୨୦୨୦ ପର୍ଯ୍ଯନ୍ତ ଆବେଦନ କରିପାରିବେ।

ଜରୁରୀ ତାରିଖ:

ଆବେଦନ କରିବାର ଶେଷ ତାରିଖ: ୦୮ ଅଗଷ୍ଟ ୨୦୨୦

job apply1ପଦବୀ ନାମ

କାଉନସିଲର: ୧ପଦ

ଶିକ୍ଷାଗତ ଯୋଗ୍ଯତା:

ଆବେଦନକାରୀଙ୍କ ପାଖରେ UGC ମାନ୍ଯତା ପ୍ରାପ୍ତ ବିଶ୍ବବିଦ୍ଯାଳୟରୁ ଗ୍ରାଜୁଏଟ୍/ପୋଷ୍ଟ ଗ୍ରାଜୁଏଟ୍ ଡିଗ୍ରୀ ହାସଲ କରିଥିବା ଆବଶ୍ଯକ।

job1ବୟସ ସୀମା:

ଆବେଦନକାରୀଙ୍କ ଅଧିକତମ ବୟସ ସୀମା ୬୫ ବର୍ଷ ନିର୍ଦ୍ଦାରିତ କରାଯାଇଛି।

ଆବେଦନ ପ୍ରକ୍ରିୟା:

ଇଛୁକ ଆବେଦନକାରୀ ସେଣ୍ଟ୍ରାଲ ବ୍ଯାଙ୍କ ଅଫ୍ ଇଣ୍ଡିଆରେ ନିଯୁକ୍ତି ପାଇଁ ନିର୍ଦ୍ଦାରିତ କରାଯାଇଥିବା ସୂଚନା ଅନୁଯାୟୀ ଆସନ୍ତା ୦୮ ଅଗଷ୍ଟ ମଧ୍ଯରେ ଆବେଦନ ପ୍ରକ୍ରିୟା ପୁରଣ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.