• Likes
  • Followers
  • Followers
  • Subscribers
  • Subscribe
  • Saturday, September 12, 2026

KNews Odisha KNews Odisha - Sabuthi Sabubele Hata Muthare Khabar

Logos
  • Home
  • ରାଜ୍ୟ
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • କ୍ରୀଡା
  • ଟେକ୍
  • ମନୋରଂଜନ
  • ସ୍ପେଶାଲ
  • ଲାଇଫ୍ ଷ୍ଟାଇଲ୍
  • ବିବିଧ
KNews Odisha
  • Home
  • ବ୍ୟବସାୟ ଓ ଅର୍ଥନୀତି
  • ଘରେ ବସି ଅନଲାଇନରେ ଏପରି ବଦଳାନ୍ତୁ ନିଜ SBI ଆକାଉଣ୍ଟ ବ୍ରାଞ୍ଚ, ଜାଣନ୍ତୁ ସହଜ ଷ୍ଟେପ

ଘରେ ବସି ଅନଲାଇନରେ ଏପରି ବଦଳାନ୍ତୁ ନିଜ SBI ଆକାଉଣ୍ଟ ବ୍ରାଞ୍ଚ, ଜାଣନ୍ତୁ ସହଜ ଷ୍ଟେପ

ଯଦି ଘରେ ବସି ନିଜ ଏସବିଆଇ ବ୍ୟାଙ୍କର ବ୍ରାଞ୍ଚ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ତେବେ ଆଉ ଡ଼େରି କାହିିଁକି? ଏସବିଆଇର ଏହି ସହଜ ଫୁର୍ମଲାରେ ଆପଣ ଘରେ ବସି ହିଁ ଅନଲାଇନ ଜରିଆରେ ବ୍ୟାଙ୍କର ବ୍ରାଞ୍ଚକୁ ବଦଳାଇପାରିବେ। ଅନଲାଇନରେ ଏପରି ବଦଳାନ୍ତୁ SBI ବ୍ରାଞ୍ଚ..

By D Sonali On May 11, 2023
sbii

ଦେଶର ସବୁଠୁ ବଡ଼ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ନିଜର ପ୍ରିୟ ଗ୍ରାହକଙ୍କ ପାଇଁ ଆଣିଛି ବଢ଼ିଆ ସୁବିଧା। ଏମିତିରେ ଆପଣ ଯଦି ଘରେ ବସି ନିଜ ଏସବିଆଇ ବ୍ୟାଙ୍କର ବ୍ରାଞ୍ଚ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ତେବେ ଆଉ ଡ଼େରି କାହିିଁକି? ଏସବିଆଇର ଏହି ସହଜ ଫୁର୍ମଲାରେ ଆପଣ ଘରେ ବସି ହିଁ ଅନଲାଇନ ଜରିଆରେ ବ୍ୟାଙ୍କର ବ୍ରାଞ୍ଚକୁ ବଦଳାଇପାରିବେ।

ଅନେକ ସମୟରେ ବ୍ୟାଙ୍କ ଆକାଉଣ୍ଟ କ୍ରିଏଟ ତ କରିଦିଅନ୍ତି କିନ୍ତ ୁ ତାକୁ ଚାଲୁ ମାନେ ଆକ୍ଟିଭ ରଖି ପାରନ୍ତି ନାହିଁ। ବାଟ ସମସା ଥିଲେ ଏଠାକୁ ଯାଇ କିଛି କାମ କରିବାକୁ ସବୁବେଳେ ସମ୍ଭବ ନଥାଏ। ଏବେ କିନ୍ତୁ ଆପଣ ଏହି ଫର୍ମୁଲାରେ ବ୍ରାଞ୍ଚ କୁ ବଦଳାଇ ନିଜ ଘର ପାଖ ବ୍ରାଞ୍ଚକୁ ଟ୍ରାନ୍ସ ଫର କରିପାରରିବେ।

ଏସବିଆଇ ଏହି ପୁରା ପ୍ରକ୍ରିୟା ଅନଲାଇନ କ୍ରମେ କାରିବାର ସୁଯୋଗ ଦେଉଛି। ଗ୍ରାହକ ମାନେ ନିଜ ଆକାଉଣ୍ଟକୁ ଇଣ୍ଟରନେଟ ବ୍ୟାକିଂ ଜରିଆରେ ସହଜରେ ନିଜ ବ୍ରାଞ୍ଚକୁ ପରିବର୍ତ୍ତନ କରିପାରିବେ। ଏହାପାଇଁ ଗ୍ରାହକଙ୍କୁ ଅନଲାଇନ କ୍ରମେ ରିକ୍ୱେଷ୍ଟ ଦେବାକୁ ପଡ଼ିବ। ଏଥିପାଇଁ ବ୍ରାଞ୍ଚ କୋଡର ଆବଶ୍ୟକତା ପଡ଼ିବ। ଯେଉଁଠି ସେମାନେ ଖାତା ଟ୍ରାନ୍ସଫର କରିବାକୁ ଚାହୁଁଛନ୍ତି। ମୋବାଇଲ ନମ୍ବର ଆକାଉଣ୍ଟରେ ରେଜିଷ୍ଟ୍ରା ହୋଇଥିବା ଜରୁରୀ। ଏହାସହିତ ଇଣ୍ଟରନେଟ ବ୍ୟାକିଂ ଚାଲୁ ରହିବା ଜରୁରୀ।

ଅନଲାଇନ ବ୍ୟତିତି YONO ଆପ୍‌ କିମ୍ବା YONO Lite ରେ ନିଜ ବ୍ରାଞ୍ଚ କୁ ବଦଳାଇପାରିବେ। ଗ୍ରାହକଙ୍କୁ ମୋବାଇଲ ନମ୍ବର ତାଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ କରିବା ଜରୁରୀ। ଏମିତି ନକଲେ ସେମାନେ ଓଟିପି ପାଇବାରେ ସମସ୍ୟା ହେବ। ମହାମାରୀ ସମୟରେ ବ୍ୟାଙ୍କ ନିଜର ସବୁକାମ କୁ ଅନଲାଇନ ଜରିଆରେ କରିବାର ସୁବିଧା ଆରମ୍ଭ କରିଥିଲା। ଏମିତିରେ ଗ୍ରାହକଙ୍କୁ ଆଉ ଅଫଲାଇନରେ ଆସି କାମ କରିବାକୁ ପଡ଼ିବ ନାହିଁ। ଏଥିରେ ଭିଡ଼ିଓ KYC ଠୁ ଆରମ୍ଭ କରି ଟ୍ରାଞ୍ଜାକସନ ଓ ଅନ୍ୟ କାମ ବି ହୋଇପାରିବ।

ଏପରି କରନ୍ତୁ ପରିବର୍ତ୍ତନ:
-ପ୍ରଥମେ ବ୍ୟାଙ୍କର ଅଫିସିଆଲ େଓ୍ଵବସାଇଟ onlinesbi.com ରେ login କରନ୍ତୁ।
-Personal Banking ଅପସନକୁ ଚୁଜ କରନ୍ତୁ।
-User Name ଓ ପାସଓ୍ଵାର୍ଡକୁ ଏଣ୍ଟର କରନ୍ତୁ।
-ଏହାପରେ ଆପଣଙ୍କୁ e-service ଟ୍ୟାବକୁ କ୍ଳିକ କରିବାକୁ ହେବ।
-ଏବେ ଟ୍ରାନ୍ସଫର ସେଭିଂ ଆକାଉଣ୍ଟକୁ କ୍ଲିକ କର୍‌ତୁ।
-ନିଜ ଆକାଉଣ୍ଟକୁ ସିଲେକ୍ଟ କରନ୍ତୁ।
-ଯେଉଁ ବ୍ରାଞ୍ଚରେ ଟ୍ରାନ୍ସଫର କରିବାକୁ ଚାହୁଁଛନ୍ତି ତାର IFSC କୋଡକୁ ଏଣ୍ଟର କରାନ୍ତୁ।
-ସମସ୍ତ ତଥ୍ୟକୂ ସଠିକ ଭାବେ ଏଣ୍ଟର କରନ୍ତୁ।
-କନଫର୍ମ କୁ ସିଲେକ୍ଟ କରନ୍ତୁ।
-ଆପଣଙ୍କୁ ଏବେ ରେଜିଷ୍ଟ୍ରଡ ମୋବାଇଲ ନମ୍ବରରେ ଓଟିପି ଆସିବ ତାକୁ ଭରି କନଫର୍ମ କରନ୍ତୁ।
-ଏହାର କିଛି ଦିନ ପରେ ହିଁ ଆପଣଙ୍କ ଆକାଉଣ୍ଟ ଅନ୍ୟ ବ୍ରାଞ୍ଚକୁ ଟ୍ରାନ୍ସଫର କରିଦିଆଯିବ। ଏହାସହ ରେଜିଷ୍ଟ୍ରର୍ଡ ମୋବାଇଲ ନମ୍ବରକୁ ଏନେଇ ସୂଚନା ଆସିବ।

sbiSBI accountsbi branch
Share FacebookTwitterWhatsAppEmailFacebook MessengerPinterestReddItLinkedinTelegram
omchorizontal
Recent Posts
  • Horoscope Today : ଆଜିର ରାଶିଫଳ: ଧନଲାଭରୁ ସମ୍ମାନ ବୃଦ୍ଧି,…

    Sep 12, 2026 0
  • El Nino : ମାଡି ଆସୁଛି ଏଲ ନିନୋ, ଚେତାବନୀ ଜାରି କଲା ଇସ୍ରୋ

    Sep 11, 2026 0
  • Financial Irregularities : ଆର୍‌ଆଣ୍ଡ୍‌ବି ଡିଭିଜନ୍‌-୧ର…

    Sep 11, 2026 0
  • Vigilance : ୧୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ…

    Sep 11, 2026 0
  • ସେପ୍ଟେମ୍ବର ୧୭ରେ ସାରା ଓଡ଼ିଶାରେ ‘ଆଶୀର୍ବାଦର ଦୀପ’ ପ୍ରଜ୍ୱଳନ…

    Sep 11, 2026 0
  • Board of Revenue : ରାଜସ୍ୱ ପର୍ଷଦର ନୂତନ ୱେବସାଇଟ୍ ଓ…

    Sep 11, 2026 0
  • About KNews Odisha
  • Contact us
  • Privacy Policy
  • Terms Of Service
  • Disclaimer
© 2026 - Knews Odisha. All Rights Reserved.
Portal Devloped & Maintained by knewsodisha
  • Home
  • ରାଜ୍ୟ
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • କ୍ରୀଡା
  • ଟେକ୍
  • ମନୋରଂଜନ
  • ସ୍ପେଶାଲ
  • ଲାଇଫ୍ ଷ୍ଟାଇଲ୍
  • ବିବିଧ