ଯଦି ଆପଣ ନିବେଶ କରିବାକୁ ଚାହୁଁଚନ୍ତି ତେବେ ଏହି ସ୍କିମ୍ ଉପରେ ଥରେ ପକାନ୍ତୁ ନଜର
ଆଜିକାଲି ସଭିଏଁ କିଛି ନା କିଛି ନିବେଶ କରିବାକୁ ଚାହୁଁଛନ୍ତି । ତାହା ପୁଣି ଏକ ସୁରକ୍ଷିତ ସ୍କିମ୍ରେ । ଯେଉଁଠି ନିବେଶ ଟଙ୍କା କଲେ ସୁରକ୍ଷିତ ରହିବା ସହିତ ଭଲ ସୁଧ ଯେମିତି ମିଳିପାରିବ । ତେବେ ଆପଣ ବି ଏଭଳି କିଛି ସ୍କିମ୍ ଖୋଜୁଛନ୍ତି କି ? ଯଦି ଖୋଜୁଛନ୍ତି ତେବେ ରେକରିଂ ଡିପୋଜିଟ୍…