Below header
Browsing Tag

SBI account

ଏବେ ଏଟିଏମରେ କ୍ୟାସ ଉଠାଇଲେ କେତେ ଦେବେ ଚାର୍ଜ ଓ ଟାକ୍ସ, ଜାଣନ୍ତୁ 

ସାରା ଦେଶରେ ଥିବା ସମସ୍ତ ସରକାରୀ ଓ ପ୍ରାଇଭେଟ ବ୍ୟାଙ୍କ ଏଟିଏମ ରୁ କ୍ୟାସ ଓ୍ଵିଥଡ୍ରଲ କରିବା ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏବେ ଆପଣଙ୍କୁ ଗୋଟିଏ ମାସରେ ନିର୍ଦ୍ଧର୍ାରିତ ଏଟିଏମରୁ ଅଧିକ କ୍ୟାସ ଉଠାଇଲେ ଏଥିରେ ଥିବା କିଛି ସର୍ତ୍ତ ଆଡ୍‌ ହେବ। ଯାହାକି ନୂଆ କରି ଲାଗୁ ହୋଇଛି।…

ଗ୍ରାହକଙ୍କୁ ମାଗଣାରେ ୨ ଲକ୍ଷ ଟଙ୍କା ଦେଉଛି ଏସବିଆଇ, ଏମିତି ଉଠାଇପାରିବେ ଫାଇଦା

ଦେଶର ସର୍ବବୃହତ ବ୍ୟାଙ୍କ ଏସବିଆଇର ଗ୍ରାହକଙ୍କ ପାଇଁ ଖୁସି ଖବର । ଗ୍ରାହକଙ୍କୁ ମାଗଣାରେ ଏସବିଆଇ ୨ ଲକ୍ଷ ଟଙ୍କା ସୁବିଧା ପ୍ରଦାନ କରୁଛି। RuPay ଡେବିଟ୍ କାର୍ଡ ବ୍ୟବହାର କରି ସମସ୍ତ ଜନ-ଧାନ ଆକାଉଣ୍ଟଧାରୀଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଆକ୍ସିଡେଣ୍ଟାଲ୍ କଭର ପ୍ରଦାନ କରୁଛି ।…

ଏଟିଏମରୁ କ୍ୟାସ ବାହାର କରୁଥିଲେ ଜାଣନ୍ତୁ ଏହି ନିୟମ, ନଚେତ୍‌ ଠକାମିରେ ଚାଲିଯିବ ସବୁ ଟଙ୍କା

ଏଟିଏମ ଏକ ଏମିତି ସେବା ଯାହା ୨୪ ଘଣ୍ଟା ଆପଣଙ୍କୁ ସର୍ଭିସ ଦେବା ପାଇଁ ମହଜୁଦ ଅଛି। ଏହା ଜରିଆରେ ଆପଣ କୌଣସି ବି ସମୟରେ ଟଙ୍କା ଉଠାଇପାରିବେ। କିନ୍ତୁ ଏଟିଏମ ବ୍ୟବହାର କରିବା ବେଳେ ବହୁତ ସାବଧାନ ରଖିବା ନିହାତି ଜରୁରୀ। ନଚେତ ହ୍ୟାକର୍ସ ଆପଣଙ୍କ ଆକାଉଣ୍ଟରୁ ମିନିଟରେ ଟଙ୍କା ଟ୍ରାନ୍ସଫର…

SBI ପେନସନ ହୋଲଡର୍ସ ଏବେ ଘରେ ବସି ସବମିଟ କରିବେ ଲାଇଫ ସାର୍ଟିଫିକେଟ, ଜାଣନ୍ତୁ ସହଜ ପ୍ରୋସେସ

ଏସବିଆଇ ଏବେ ତାର ପେନସନ ଭୋଗୀଙ୍କ ପାଇଁ ନୂଆ ଫାସିଲିଟି ଯୋଗାଇଛି। ଏହାପରେ ଏବେ ପେନସନ ଉପଭୋଗୀଙ୍କୁ ବ୍ୟାଙ୍କକୁ ଯାଇ ପେନସନ ଆଣିବାକୁ ପଡ଼ିବ ନାହିଁ। ଏହାସହ ସମସ୍ତ ପେନସନ ଭୋଗୀ ଏବେ ନିଜ ଲାଇଫ ସାର୍ଟିଫିକେଟକୁ ସବମିଟ୍‌ କରିବା ପାଇଁ ବ୍ୟାଙ୍କ ଯିବାକୁ ପଡ଼ିବ ନାହିଁ। ମାନେ ଏବେ ଘରେ ରହି…

SBI ଆକାଉଣ୍ଟ ବାଲାନ୍ସ ଚେକ କରିବା ପାଇଁ ଫଲୋ କରନ୍ତୁ ଏହି ସହଜ ଷ୍ଟେପ

ଗ୍ରାହକଙ୍କ ପ୍ରଥମ ପସନ୍ଦ ଓ ବିଶ୍ୱସନୀୟ ବ୍ୟାଙ୍କ ହେଉଛି ଭାରତୀୟ ଷ୍ଟେଟ ବ୍ୟାଙ୍କ । ଯେଉଁଥିରେ ଅନେକ ଗ୍ରାହକ ଯୋଡି ହୋଇ ରହିଛନ୍ତି। ଏଥର ଏସବିଆଇ ଗ୍ରାହକଙ୍କ ସୁବିଧା ପାଇଁ ଏକ ନୂଆ ପ୍ଲାନ ବାହାର କରିଛି। ଯାହାଦ୍ୱାରା ଆପଣ ଘରେ ବସି ବ୍ୟାଙ୍କ ସମ୍ବନ୍ଧୀୟ ନିଜର ସବୁ କାମ କରିପାରିବେ।…

ଆପଣଙ୍କ ଏସବିଆଇ ଆକାଉଣ୍ଟରୁ ଟଙ୍କା କଟୁଛି କି? ଜାଣନ୍ତୁ ଏହା ପଛରେ କାରଣ

ଷ୍ଟେଟ ବ୍ୟାଙ୍କ ଗ୍ରାହକ ମାନଙ୍କ ଆକାଉଣ୍ଟରୁ କଟୁଛି ପଇସା। କଣ ଆପଣ ବି ଏହି ସମସ୍ୟା ଭୋଗୁଛନ୍ତି କି। ତେବେ ଏହା ପଛରେ ଯାହା କାରଣ ରହିଛି। ତାହା ସମ୍ପର୍କରେ ଆଜି ଆମେ କହିବୁ । ବ୍ୟାଙ୍କରୁ ଟଙ୍କା କଟିବାର କାରଣ ଜାଣିବା ପାଇଁ ଆଗକୁ ପଢ଼ନ୍ତୁ। ଭାରତୀୟ ଷ୍ଟେଟବ୍ୟାଙ୍କ ନିଜ ଗ୍ରାହକ ମାନଙ୍କୁ…

SBI ଗ୍ରାହକ ରୁହନ୍ତୁ ସତର୍କ: ଭୁଲରେ ବି ଓପନ କରନ୍ତୁ ନାହିଁ ଏହି ମେସେଜ, ନଚେତ ଖାଲି ହୋଇଯିବ ଆପଣଙ୍କ ଆକାଉଣ୍ଟ!

ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଅଧିକ ଲୋକଙ୍କୁ SMS ମାଧ୍ୟମରେ ଏକ ମେସେଜ ପଠାଯାଉଛି । ଏହି ମେସେଜ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦାବି ହେଉଛି ଯେ ଆପଣଙ୍କର ଏସବିଆଇ ବ୍ୟାଙ୍କ ଆକାଉଣ୍ଟକୁ ବ୍ଲକ କରିଦିଆଯିବ ।ବ୍ୟାଙ୍କ ଆକାଉଣ୍ଟ କୁ ନେଇ ଏହି ଭାଇରାଲ…

SBIର ନୂଆ ନିୟମରେ ଏଟିଏମ୍‌ ରୁ ଟଙ୍କା ଉଠାଇବା ଏବେ ଖୁବ ସହଜ, ଜାଣନ୍ତୁ ଷ୍ଟେପ

ଗ୍ରାହକଙ୍କ ପ୍ରଥମ ପସନ୍ଦ ଓ ବିଶ୍ୱସନୀୟ ବ୍ୟାଙ୍କ ହେଉଛି ଭାରତୀୟ ଷ୍ଟେଟ ବ୍ୟାଙ୍କ । ଯେଉଁଥିରେ ଅନେକ ଗ୍ରାହକ ଯୋଡି ହୋଇ ରହିଛନ୍ତି। ଏହି ବ୍ୟାଙ୍କ ନିଜ ଗ୍ରାହକଙ୍କ ସୁବିଧା ପାଇଁ ବହୁ ଦୂରଦୂରାନ୍ତରେ ଏଟିଏମ ବ୍ୟବସ୍ଥା ଆରମ୍ଭ କରିଛି। କିନ୍ତୁ ଏବେ କିଛି ସ୍ଥାନରେ ଏହି ଏଟିଏମ୍‌ ରୁ ଟଙ୍କା…

SBIର ଏହି ସ୍କିମ ଅନ୍ତର୍ଗତ FD ନିବେଶରେ ମିଳିବ ଗ୍ରାହକଙ୍କୁ ଅଧିକ ସୁଧ

ଭାରତୀୟ ଷ୍ଟେଟ ବ୍ୟାଙ୍କ ଗତ ମାସରେ ସୀମିତ ସମୟ ମଧ୍ୟରେ ବିଶେଷ ପ୍ଲାଟିନମ ଜମା ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନାରେ ଗ୍ରାହକଙ୍କୁ ଅଧିକ ସୁଧ ମିଳିବାର ଯୋଜନା ରହିଥିଲା। ତେବେ ଏଥିପାଇଁ ନିବେଶ କରିବାର ଶେଷ ତାରିଖ ଆଜିଥିଲା। SBI ତରଫରୁ ଏହି ଯୋଜନା ୧୫ ଅଗଷ୍ଟ ୨୦୨୧ରୁ ଆରମ୍ଭ ହୋଇଥିଲା। ୧୪…

SBI ଆଣିଲା ବଢ଼ିଆ ସୁବିଧା, ଏବେ ବିନା ଡକ୍ୟୁମେଣ୍ଟରେ ଘରେ ବସି ଖୋଲିପାରିବେ ବ୍ୟାଙ୍କ୍ ଖାତା

ଦେଶର ସବୁଠାରୁ ବଡ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ ଯଦି ଆପଣ ସେଭିଙ୍ଗ ଆକାଉଣ୍ଟ ଖୋଲିବାକୁ ଚାହୁଁଛନ୍ତି। ତାହେଲେ ଏବେ ଖାତା ଖୋଲିବା ବହୁତ ସହଜ ହେବ। ଏଥିପାଇଁ ନା କୌଣସି କାଗଜପତ୍ରର ଦରକାର ପଡିବ ନା ଆପଣଙ୍କୁ ବ୍ୟାଙ୍କ ଯିବାକୁ ପଡିବ। କାହିଁକିନା ଆପଣ ଘରେ ବସି ମାତ୍ର ୪ ମିନିଟରେ…

SBIରେ ଖାତା ଖୋଲିବା ହେଲା ବିଲକୁଲ ସହଜ, ବିନା ଡକ୍ୟୁମେଣ୍ଟସରେ ମାତ୍ର କେଇ ମିନିଟରେ ଖୋଲନ୍ତୁ ଆକାଉଣ୍ଟ

ଯଦି ଆପଣ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଆକାଉଣ୍ଟ ଖୋଲିବାକୁ ଚାହୁଁଛନ୍ତି ଆଉ କେମିତି ଖୋଲିବେ କଣ ସବୁ ଡକ୍ୟୁମେଣ୍ଟସ ଦରକାର ପଡିବ ତାହା ଜାଣିନାହାନ୍ତି ତାହାଲେ ଆଜି ଆମେ ଆପଣଙ୍କୁ ଏ ଭିଡିଓରେ ଜଣାଇବୁ ଏକଦମ୍‌ ଆଡଭାନ୍ସ ତରିକା। ମାନେ ଆମେ ଆପଣଙ୍କୁ ଜଣାଇବୁ ଏବେ ଆପଣ ଯଦି ଆକାଉଣ୍ଟ…

ଆଜିଠୁ ବ୍ୟାଙ୍କରେ ବଦଳୁଛି ଏସବୁ ନିୟମ, ଖାସ୍‌ କରି SBI ଗ୍ରାହକଙ୍କୁ ହେବ ଫାଇଦା

ଭାରତର ସବୁଠୁ ବଡ଼ ବ୍ୟାଙ୍କ ଏସ୍‌ବିଆଇ ଗ୍ରାହକଙ୍କ ପାଇଁ କେତେକ ନୂଆ ନିୟମ ନେଇ ଆସିଛି। ଜୁନ୍‌ ୧୦ ବା ଆଜିଠାରୁ ଏସ୍‌ବିଆଇରେ ନୂଆ ନିୟମ ଲାଗୁ ହେବାକୁ ଯାଉଛି। ଏହାର ଫାଇଦା କୋଟି କୋଟି ଗ୍ରାହକ ନେଇପାରିବେ। ଆସନ୍ତୁ ଜାଣିବା କେଉଁ ସବୁ ବ୍ୟାଙ୍କ ନିୟମରେ ପରିବର୍ତ୍ତନ ହୋଇଛି...…