• Likes
  • Followers
  • Followers
  • Subscribers
  • Subscribe
  • Saturday, September 12, 2026

KNews Odisha KNews Odisha - Sabuthi Sabubele Hata Muthare Khabar

Logos
  • Home
  • ରାଜ୍ୟ
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • କ୍ରୀଡା
  • ଟେକ୍
  • ମନୋରଂଜନ
  • ସ୍ପେଶାଲ
  • ଲାଇଫ୍ ଷ୍ଟାଇଲ୍
  • ବିବିଧ
KNews Odisha
  • Home
  • ବ୍ୟବସାୟ ଓ ଅର୍ଥନୀତି
  • SBIରେ ଆକାଉଣ୍ଟ ଥିଲେ ମାଗଣାରେ ମିଳିବ ଏହିସବୁ ସୁବିଧା, ଶୀଘ୍ର ଉଠାନ୍ତୁ ଫାଇଦା

SBIରେ ଆକାଉଣ୍ଟ ଥିଲେ ମାଗଣାରେ ମିଳିବ ଏହିସବୁ ସୁବିଧା, ଶୀଘ୍ର ଉଠାନ୍ତୁ ଫାଇଦା

ଏସବିଆଇ ଗ୍ରାହକଙ୍କ ପାଇଁ ଖୁସି ଖବର ଦେଶର ସବୁଠାରୁ ବଡ ନେଟୱାର୍କ ଥିବା ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଦେଉଛି ଗ୍ରାହକଙ୍କୁ ଅନେକ ସୁଵିଧା । ଦେଶର ପ୍ରତ୍ୟେକଟି ସ୍ଥାନରେ ଏହି ବ୍ୟାଙ୍କ ଙ୍କୁ ଲୋକ ଅଧିକ ବିଶ୍ୱାସ କରିଥାନ୍ତି । ଏହାସହିତ ଷ୍ଟେଟ ବ୍ୟାଙ୍କରେ ସର୍ବାଧିକ ଗ୍ରାହକ ମଧ୍ୟ ଯୋଡି ହୋଇଛନ୍ତି । ମୁଖ୍ୟତଃ ୩ ପ୍ରକାରର ସେଭିଙ୍ଗ ଆକାଉଣ୍ଟ ସୁବିଧା ଯୋଗାଇ ଦେଉଛି ଏସବିଆଇ । ତେବେ ଗ୍ରାହକଙ୍କ ପାଇଁ ଏହା ସମ୍ପୂର୍ଣ୍ଣ ମାଗଣା ରହିଛି ।

By D Sonali On Jul 2, 2023
sbi

ଏସବିଆଇ ଗ୍ରାହକଙ୍କ ପାଇଁ ଖୁସି ଖବର ଦେଶର ସବୁଠାରୁ ବଡ ନେଟୱାର୍କ ଥିବା ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଦେଉଛି ଗ୍ରାହକଙ୍କୁ ଅନେକ ସୁଵିଧା । ଦେଶର ପ୍ରତ୍ୟେକଟି ସ୍ଥାନରେ ଏହି ବ୍ୟାଙ୍କ ଙ୍କୁ ଲୋକ ଅଧିକ ବିଶ୍ୱାସ କରିଥାନ୍ତି । ଏହାସହିତ ଷ୍ଟେଟ ବ୍ୟାଙ୍କରେ ସର୍ବାଧିକ ଗ୍ରାହକ ମଧ୍ୟ ଯୋଡି ହୋଇଛନ୍ତି । ମୁଖ୍ୟତଃ ୩ ପ୍ରକାରର ସେଭିଙ୍ଗ ଆକାଉଣ୍ଟ ସୁବିଧା ଯୋଗାଇ ଦେଉଛି ଏସବିଆଇ । ତେବେ ଗ୍ରାହକଙ୍କ ପାଇଁ ଏହା ସମ୍ପୂର୍ଣ୍ଣ ମାଗଣା ରହିଛି । ଏହାବ୍ୟତୀତ ଏଥିରେ ଆକାଉଣ୍ଟ ଖୋଲିବା ଦ୍ୱାରା ଆହୁରି ଅନେକ ଫାଇଦା ମଧ୍ୟ ଯୋଗାଇ ଦେଉଛି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ।

ଏସବିଆଇର ଅଫିସିଆଲ ୱେବସାଇଟରୁ ମିଳିଥିବା ରିପୋର୍ଟ ଅନୁସାରେ, ଯେକୌଣସି ବ୍ୟକ୍ତି କେୱାଇସି ଦ୍ୱାରା ବେସିକ ସେଭିଙ୍ଗସ ଡିପୋଜିଟ ବ୍ୟାଙ୍କ ଆକାଉଣ୍ଟ ଖୋଲିପାରିବେ । ବ୍ୟାଙ୍କର ସମସ୍ତ ବ୍ରାଞ୍ଚରେ ଏହା ଉପଲବ୍ଧ ରହିଛି । ତେବେ କମ୍ ରୋଜଗାର କରୁଥିବା ଲୋକମାନଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ରହିଛି । ସର୍ବନିମ୍ନ ସନ୍ତୁଳନ ବଜାୟ ନ ରଖି ଏହି ସୁବିଧା ପାଇପାରିବେ । ଏଥିସହିତ ଟଙ୍କା ଜମା କରିବାର ଅତ୍ୟଧିକ ସୀମା ମଧ୍ୟ ରଖାଯାଇ ନାହିଁ । ଏଥିରେ କଷ୍ଟମରଙ୍କୁ ନିଜ ମୌଳିକ ରୁପେ ଏଟିଏମ କାର୍ଡ ଏବଂ ଡେବିଟ କାର୍ଡ ମଧ୍ୟ ପ୍ରଦାନ କରାଯାଏ । ତେବେ ଏହି ଆକାଉଣ୍ଟର ଚେକବୁକ ସୁବିଧା ଉପଲବ୍ଧ ନାହିଁ । ଏହି ବ୍ୟାଙ୍କ ଆକାଉଣ୍ଟ ଖୋଲିବା ପାଇଁ ୧୮ ବର୍ଷରୁ ଅଧିକ କୌଣସି ବି ବ୍ୟକ୍ତି ଖୋଲିପାରିବେ । ଏହି ଆକାଉଣ୍ଟ ଖୋଲିବା ପାଇଁ କେୱାଇସି ବାଧ୍ୟତାମୂଳକ ରଖାଯାଇନାହିଁ । କେୱାଇସି ପାଇଁ କୌଣସି ଡକୁମେଣ୍ଟ ନଥିବା ବ୍ୟକ୍ତିମାନଙ୍କ ପାଇଁ ଏହି ସୁବିଧା ଉପଲବ୍ଧ କରିଛି ବ୍ୟାଙ୍କ ।

ପ୍ରଥମେ କେୱାଇସି ଆକାଉଣ୍ଟ ଦେବା ପରେ ମଧ୍ୟ ଏହାକୁ ବେସିକ ସେଭିଙ୍ଗସ ଡିପୋଜିଟ ବ୍ୟାଙ୍କ ଆକାଉଣ୍ଟରେ ପରିବର୍ତ୍ତନ କରାଇ ପାରିବେ । ଏହି ଆକାଉଣ୍ଟରେ ଗ୍ରାହକଙ୍କୁ ସାଧାରଣତଃ ବେସିକ ସେଭିଙ୍ଗସ ଡିପୋଜିଟ ବ୍ୟାଙ୍କ ଆକାଉଣ୍ଟରେ ମିଳୁଥିବା ସୁବିଧା ଉପଲବ୍ଧ ହୋଇପାରିବ । କିନ୍ତୁ ଏଥିରେ କିଛି ସୀମା ରଖାଯାଇଛି, ଏଥିରେ ୫୦ ହଜାର ଟଙ୍କା ସର୍ବାଧିକ ବାଲାନ୍ସ ରଖିପାରିବେ । ଷ୍ଟେଟ ବ୍ୟାଙ୍କର ଏହି ଆକାଉଣ୍ଟ ଆପଣଙ୍କୁ ମୋବାଇଲ ବ୍ୟାଙ୍କିଙ୍ଗ, ଏସଏମଏସ ଆଲର୍ଟ, ଇଣ୍ଟରନେଟ ବ୍ୟାଙ୍କ, ୟୋନୋ, ଷ୍ଟେଟ ବ୍ୟାଙ୍କ ଆନିୱେୟର, ଏସବିଆଇ କ୍ୱିକ ମିସଡକଲ ଆଦି ସୁବିଧା ଉପଲବ୍ଧ କରାଯାଇଛି । ଏହି ଆକାଉଣ୍ଟରେ ଆପଣଙ୍କୁ ଗୋଟିଏ ଆର୍ଥିକ ବର୍ଷରେ ୧୦ଟି ଚେକ୍ ମାଗଣା ମିଳିଥାଏ । ଏହାପରେ ୧୦ ଟି ଚେକ୍ ର ମୂଲ୍ୟ ୪୦ ଟଙ୍କା ସହିତ ଜିଏସଟି ଏବଂ ୨୫ ଟି ଚେକ୍ ର ମୂଲ୍ୟ ୭୫ ଟଙ୍କା ସହିତ ଜିଏସଟି ରହିଥାଏ ।

 

sbiSBI accountsbi alert
Share FacebookTwitterWhatsAppEmailFacebook MessengerPinterestReddItLinkedinTelegram
omchorizontal
Recent Posts
  • Child Marriage : ଶିଶୁ ବିବାହ ବିରୋଧରେ ୨୭ ନଭେମ୍ବରକୁ…

    Sep 12, 2026 0
  • Cyber Fraud : ସାଇବର ଠକେଇର ବଡ଼ ନେଟୱର୍କ, ଓଡ଼ିଶାରୁ ଜାରି…

    Sep 12, 2026 0
  • Bank Locker : ବ୍ୟାଙ୍କ ଲକରରୁ ୫୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର…

    Sep 12, 2026 0
  • Online Fraud : ଅନଲାଇନ୍ ଟ୍ରେଡିଂ ନାଁରେ ୨ କୋଟିରୁ ଅଧିକ…

    Sep 12, 2026 0
  • Illegal liquor Sale : ବେଆଇନ ମଦ ବିକ୍ରି ଅଭିଯୋଗରେ ଥାନାର…

    Sep 12, 2026 0
  • କୁଖ୍ୟାତ ଡକାୟତ ଟୁନା ସମେତ ୯ ଜଣ ଗିରଫ, ୫ ଟି ଦେଶୀ ବନ୍ଧୁକ ସହ…

    Sep 12, 2026 0
  • About KNews Odisha
  • Contact us
  • Privacy Policy
  • Terms Of Service
  • Disclaimer
© 2026 - Knews Odisha. All Rights Reserved.
Portal Devloped & Maintained by knewsodisha
  • Home
  • ରାଜ୍ୟ
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • କ୍ରୀଡା
  • ଟେକ୍
  • ମନୋରଂଜନ
  • ସ୍ପେଶାଲ
  • ଲାଇଫ୍ ଷ୍ଟାଇଲ୍
  • ବିବିଧ