ମାତ୍ର ୧ ଟଙ୍କାରେ କିଣିପାରିବେ ୨୪ କ୍ୟାରେଟ ସୁନା ଗହଣା , ଏହି ଷ୍ଟେପ ଫଲୋ କରନ୍ତୁ

ଅକ୍ଷୟ ତୃତ୍ରିୟା ଅବସରରେ ମିଳୁଛି ବଢ଼ିଆ ସୁଯୋଗ, ମାତ୍ର ୧ ଟଙ୍କାରେ କିଣିପାରିବେ ୨୪ କ୍ୟାରେଟ ସୁନା ଗହଣା , ଏହି ଷ୍ଟେପ ଫଲୋ କରନ୍ତୁ

ଆଜି ହେଉଛି ଅକ୍ଷୟ ତୃତ୍ରିୟା ବା ଧନତେରାସ ଆଉ ଆଗକୁ ଆସୁଛି ଅଲୋକର ପର୍ବ ଦୀପାବଳି । ଲଗାତାର ତିନି ଦିନ ଧରି ସୁନା ଅଳଙ୍କାର ର ଡିମାଣ୍ଡ ଅଧିକ ରହିବ .. ଆଉ ଏହି ଅବସରରେ ଗ୍ରାହକଙ୍କୁ ସୁବର୍ଣ୍ଣ ସୁଯୋଗ ହେଉଛି ଏହି ପ୍ଲାଟଫର୍ମ । ଯଦି ଆପଣ ଅତି ଶସ୍ତାରେ କହିବାକୁ ଗଲେ ଯଦି ମାଗେଣାରେ ସୁନା କିଣିବାକୁ ଚାହୁଁଛନ୍ତି ତାହେଲେ ଏଠି ଆପଣ ମାତ୍ର ୧ ଟଙ୍କାରେ ଫାଇଦା ଉଠାଇପାରିବେ … ମାତ୍ର ୧ ଟଙ୍କାରେ ପାଇଯିବେ ଶୁଦ୍ଧ ୨୪ କ୍ୟାରେଟ ସୁନା ।

ଧନତେରାସ ବା ଅକ୍ଷୟ ତୃତ୍ରିୟା ଉପଲକ୍ଷେ ସୁନା ଗହଣା କିଣାଯାଏ .. ସମସ୍ତେ କିଛି ନ କିଛି ନୂଆ ଜିନିଷ ଘରକୁ କିଣି ନେଇଥାନ୍ତି … ଏହିଦିନ ସୁନା-ଗହଣା କିଣିଲେ ଶୁଭ ବୋଲି ବିଶ୍ୱାସ କରାଯାଏ । କିନ୍ତୁ ଅନେକ ଲୋକଙ୍କ ପାଖରେ ଟଙ୍କାର ଅଭାବ ଯୋଗୁଁ ସୁନା-ଗହଣା କିଣିବା ଆଶାକୁ ପୂରଣ କରିପାରନ୍ତି ନାହିଁ । ତେଣୁ ଏହି ସମସ୍ୟାର ସମାଧାନ ପାଇଁ ଏକ ବଡ଼ ସୁଯୋଗ ଆସିଛି । ମାତ୍ର ଏକ ଟଙ୍କାରେ ଆପଣ ଘରେ ରହି ସୁନା କିଣିପାରିବେ , କେମିତି ଭାବୁଛନ୍ତି ? ଜାଣିବା ପାଇଁ ଆଗକୁ ଦେଖନ୍ତୁ ଭିଡିଓ …

ଅନଲାଇନରେ ତ ବର୍ତ୍ତମାନ ସବୁକିଛି ଜିନିଷ କିଣା-ବିକା କରାଯାଉଛି । ଏଥର ଏହି ସବୁ ପ୍ଲାଟ୍ଫର୍ମ ରେ ଯୋଡ଼ି ହୋଇଛି ଏକ ଟଙ୍କିଆ ସୁନା ଅଫର୍ । PayTM ବ୍ୟବହାର କରୁଥିବା ୟୁଜର ମାନେ ଏହାର ଫାଇଦା ଉଠାଇ ପାରିବେ । ଏଥିପାଇଁ କଣ କରିବେ ଜାଣନ୍ତୁ :

– PayTM ଓପନ୍ କରି ସର୍ଚ୍ଚ ଅପ୍ସନରେ “Gold” ସର୍ଚ୍ଚ କରନ୍ତୁ ।
– ଏବେ ଆପଣଙ୍କୁ “PayTM Gold” ଅପ୍ସନ ମିଳିବ ।
– ଏଥିରେ କ୍ଲିକ କରିବା ପରେ ଆପଣ ମନଇଚ୍ଛା ସୁନା କିଣିପାରିବେ ।
– ଆପଣ ଏଠି ମାତ୍ର ୧ ଟଙ୍କାରେ ସୁନା କିଣିପାରିବେ।
– ଏଥିପାଇଁ ପେମେଣ୍ଟ ସମୟରେ ସୁନା ମୂଲ୍ୟର ୩% ଟଙ୍କା ପ୍ରତାହ୍ମେ ଦେବାକୁ ହେବ ।
– ଏବେ PayTM ରେ ଆପଣ ଏହି ୧ ଟଙ୍କାରେ ଯେତିକି ସୁନା ପାଇବେ ସେତିକି ଆସିଯିବ।
– ଏଥିରେ ୩% GST ମିଶାଇ ୧.୦୪ଟଙ୍କା ଦେବାକୁ ପଡ଼ିବ ।
– ସେହିପରି ୫ ହଜାର ଟଙ୍କାର ସୁନା କିଣିଲେ PayTM Goldରେ ୦.୮୦୨ଗ୍ରାମର ଶୁଦ୍ଧ ସୁନା ମିଳିପାରିବ । ଏମିତିରେ GST ୟୁଜରଙ୍କୁ ୩% ହାରରେ ମୋଟ ୫,୧୫୦ଟଙ୍କା ମୂଲ୍ୟ ଦେବାକୁ ହେବ ।

ସୁନା କିଣିବା ପରେ କମ୍ପାନୀ ଏହି ସୁନାକୁ ଆପଣଙ୍କ ଲକରରେ ରଖିଦେବ । ଏଥିରେ ନିବେଶ ବଦଳରେ ଏକ ପର୍ଚେଜ ରସିଦ ମିଳିବ । ଏହାକୁ ଆପଣ ଅନଲାଇନରେ ବିକ୍ରି ମଧ୍ୟ କରିପାରିବେ । ଡିଜିଟାଲ ମାଧ୍ୟମରେ କିଣାଯାଇଥିବା ଏହି ଶୁଦ୍ଧ ୨୪ କ୍ୟାରେଟ ସୁନା ହୋଇଥିବା ବେଳେ ଏହାକୁ ଅଧିକ ସମୟ ପର୍ଯ୍ୟନ୍ତ ରଖିଲେ ଏଥିରୁ ଖୁବ ଲାଭ ମିଳିବ । ତେଣୁ ଆଉ ଡେରି ନକରି ଏହି ସମୟ ମଧ୍ୟରେ ଶୀଘ୍ର ଫାଇଦା ଉଠାନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.