ଜାଣିଲେଣିକି -ବଦଳିଲା ଏସବିଆଇ ୧୩୦୦ ଶାଖାର ଆଇଏଫଏସସି କୋଡ୍

ନୂଆଦିଲ୍ଲୀ : ୬ଟି ଆସୋସିଏଟ୍ ବ୍ୟାଙ୍କ ଯୋଡ଼ି ହେବା ପରେ ଭାରତୀୟ ଷ୍ଟେଟବ୍ୟାଙ୍କ ବେଶ୍ କିଛି ପରିବର୍ତ୍ତନ କରିଛି । ଦେଶରେ ଥିବା ଏହାର ୧୩୦୦ଟି ଶାଖାର ନାଁ ଏବଂ ଆଇଏଫଏସସି କୋଡ୍ ବଦଳିଛି । ଏହାର ତାଲିକା ବ୍ୟାଙ୍କ କର୍ତୁପକ୍ଷ ପ୍ରକାଶ କରି ସାରିଛନ୍ତି ।