ପୁଣି ମହଙ୍ଗା ମାଡ଼: ପେଟ୍ରୋଲ ଓ ଡିଜେଲର ଏକ୍ସାଇଜ୍‌ ଡ୍ୟୁଟି ଲିଟର ପ୍ରତି ୩ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ: ପୁଣି ମହଙ୍ଗା ମାଡ଼ । ବଢିଲା ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ଓ ଡିଜେଲ ଦର ଉପରେ ଏକ୍ସାଇଜ୍‌ ଡ୍ୟୁଟି ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ପେଟ୍ରୋଲ ଓ ଡିଜେଲର ଏକ୍ସାଇଜ୍‌ ଡ୍ୟୁଟି ଲିଟର ପ୍ରତି ୩ ଟଙ୍କା ବୃଦ୍ଧି କରାଯାଇଛି । କିଛି ଦିନ ହେବ ପେଟ୍ରୋଲ ଓ ଡିଜେଲ ଦର ସାମାନ୍ୟ ହ୍ରାସ ପାଇଥିଲା । ଅନ୍ତର୍ଜାତୀୟ ବଜାରରେ ତୈଳ ଦର ହ୍ରାସ ହୋଇଥିଲା । ଫଳରେ ଲୋକେ ଆଶ୍ୱସ୍ତ ହୋଇଥିଲେ । ଏବେ ପୁଣି ଦର ବୃଦ୍ଧି କରାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.