ବଢିଛି ତେଲ ଦର, ଗାଡ଼ିରେ ପକାଇବା ପୂର୍ବରୁ ନଜର ପକାନ୍ତୁ କେତେ ଅଛି ରେଟ୍
କେନ୍ୟୁଜ୍(ବ୍ୟୁରୋ): ବଢିଛି ତେଲ ଦର। ଭୁବନେଶ୍ୱରରେ ଆଜି ଗତକାଲି ଅପେକ୍ଷା ଆଜି ସାମାନ୍ୟ ପେଟ୍ରୋଲ ଓ ଡିଜେଲ ଦାମ୍ ବଢିଛି । ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୩ ଟଙ୍କା ୪୭ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୫ ଟଙ୍କା ୦୩ ପଇସା ରହିଛି।
ସେହିପରି ଦେଶର ପ୍ରମୁଖ…