ମାତ୍ର ୬,୯୯୯ ଟଙ୍କାରେ ୩୨ଇଞ୍ଚର LED TV, ଇଲେକ୍ଟ୍ରୋନିକ୍ସ ଜିନିଷ ଉପରେ ମିଳୁଛି 70% ଡ଼ିସକାଉଣ୍ଟ

ଯଦି ଆପଣ କମ ଦାମରେ ବେଷ୍ଟ ଟିଭି କିଣିବାକୁ ପ୍ଲାନ କରୁଛନ୍ତି ତାହେଲେ ଫ୍ଲିପକାର୍ଟ ଆପଣଙ୍କୁ ଦେଉଛି ଏକ ଭଲ ସୁଯୋଗ । ଫ୍ଲିପକାର୍ଟରେ ଆପଣ ବହୁତ ଶସ୍ତାରେ ଏକ ଭଲଟିଭି କିଣି ପାରିବେ । କାରଣ ଫ୍ଲିପକାର୍ଟ କରିଛି କ୍ରିସମାସ ସେଲର ଆୟୋଜନ । ତେବେ ଏହି ସେଲର ଶେଷଦିନ ହେଉଛି ଡ଼ିସେମ୍ବର ୨୯ ତାରିଖ ଯେଉଁଠି ପପୁଲାର LED SmartTV କୁ ଅତି ଶସ୍ତାରେ ଆପଣ ଘରକୁ ନେଇପାରିବେ ।

Thomson HD TV पर भारी छूट.

ଯଦି ଆପଣ Thomsonର R9 80cm (32 inch) HD Ready LED TV କିଣିବାକୁ ଚାଁହୁଛନ୍ତି ତାହେଲେ ଏହା ଉପରେ ଆପଙ୍କ ମିଳିବ ଭାରି ଡ଼ିସକାଉଣ୍ଟ । 32 ଇଞ୍ଚର ଏହି LED ଟିଭିକୁ ଡ଼ିସକାଉଣ୍ଟ ପରେ ମାତ୍ର ୬,୯୯୯ ଟଙ୍କାରେ କିଣାଯାଇପାରିବ । ଏହି HD ଟିଭି ଉପରେ ଏକ୍ସଚେଞ୍ଜ ଅଫରରେ ୩୫୦୦ ଟଙ୍କାର ଡ଼ିସକାଉଣ୍ଟ ମଧ୍ୟ ମିଳିବ । ଏହା ବ୍ୟତୀତ ଫ୍ଲିପକାର୍ଟର ଏହି ସେଲରେ MarQର 32 ଇଞ୍ଚର HD Ready LED TV Innovoଉପରେ ମଧ୍ୟ ଭାରି ଡ଼ିସକାଉଣ୍ଟ ମିଳୁଛି । ଡ଼ିସକାଉଣ୍ଟ ପରେ ଏହାକୁ ଆପଣ ମାତ୍ର ୭୯୯୯ ଟଙ୍କାରେ କିଣିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.