ବଢ଼ିଲା ସୁନା ଦର

କିଛି ଦିନ ନିମ୍ନ ସ୍ତରରେ ରହିବା ପରେ ଏବେ ସୁନା ଦର ବଢ଼ି ପହଞ୍ଚିଛି ୧୦ ଗ୍ରାମ ପ୍ରତି ୩୧ ହଜାର ଟଙ୍କାରେ । ସେହିଭଳି ରୁପା ଦର କିଲୋ ପ୍ରତି ୫୦ ଟଙ୍କା ବଢ଼ି ୩୮,୩୦୦ ଟଙ୍କାରେ ପହଞ୍ଚିଛି । ପାର୍ବଣ ଋତୁ ଆସି ପହଞ୍ଚିଥିବାରୁ ସୁନା ଦର ଏଭଳି ବଢ଼ିଥିବା କୁହାଯାଉଛି ।