Below header

BHEL ରେ ଖାଲିପଡିଛି ୩୦୦ ପଦବୀ, ୨୨ ଫେବ୍ରୁଆରୀ ପୂର୍ବରୁ ଜଲଦି କରନ୍ତୁ ଆବେଦନ

ସରକାରର ଚାକିରି କରିବାକୁ ସମସ୍ତର ଇଚ୍ଛା ରହିଥାଏ। ଆଉ ଏଥିପାଇଁ ପ୍ରାର୍ଥୀ ମଧ୍ୟ ଅନେକ କଷ୍ଟ କରନ୍ତି। ଯଦି ଆପଣ ୧୦ମ ପାସ୍ କରିଛନ୍ତି, ତେବେ ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗକୁ ହାତଛଡା କରନ୍ତୁ ନାହିଁ। ଭାରତ ହେଭି ଇଲେକ୍ଟ୍ରୋନିକ୍ସ ଲିମିଡେଟ (BHEL) ପକ୍ଷରୁ ନୋଟିଫିକେସନ ଜାରି କରାଯାଇଛି। ଯେଉଁଥିରେ ଆପଣମାନେ ଆପ୍ଲାଏ କରି ଚାକିରି ପାଇପାରିବେ। ଏହି ପଦବୀରେ ଚୟନ ବିନା ପରୀକ୍ଷାରେ ହେବ।

ପଦବୀ ବିବରଣୀ: ୩୦୦ ଟ୍ରେଡ ଆପାରଣ୍ଟିସ

ଇଲେକ୍ଟ୍ରିସିଆନ: ୮୦
ଫିଟର: ୮୦
ୱେଲଡର: ୨୦
ଟର୍ନର: ୨୦
ମସିନିଷ୍ଟ: ୩୦
ଡ୍ରାଫ୍ଟସମ୍ଯାନ(ମେକାନିକ): ୫
ଅନ୍ଯାନ୍ଯ….

ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ୨୨ ଫେବ୍ରୁଆରୀ

job

ଏମିତି କରନ୍ତୁ ଆବେଦନ: ଏହି ପଦବୀ ପାଇଁ ଆବେଦନକାରୀଙ୍କୁ NAPS ପୋଟାର୍ଲକୁ ଯାଇ ପଞ୍ଜିକରଣ କରିବାକୁ ହେବ। ଏଠାରେ ରେଜିଷ୍ଟ୍ରେସନ ନମ୍ବର ମିଳିବ। ଏହାପରେ  BHEL Bhopal ୱେବସାଇଟକୁ ଯାଇ ରେଜିଷ୍ଟ୍ରର କରିପାରିବେ।

ଶିକ୍ଷାଗତ ଯୋଗ୍ଯତା ଏବଂ ବୟସ: ଯଦି ଆପଣ କୌଣସି ମାନ୍ଯତାପ୍ରାପ୍ତ ବୋର୍ଡରୁ ୧୦ମ ପାସ୍ କରିବା ସହିତ ସମ୍ବନ୍ଧିତ ଡ୍ରେଟରେ ଆଇଟିଆଇ ଡିପ୍ଲୋମା କୋର୍ସ କରିଥିବା ଆବଶ୍ଯକ। ଏଥିପାଇଁ ବୟସ ସୀମା ୧୮ ବର୍ଷରୁ ୨୭ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ଯକ। ରିଜର୍ଭ କ୍ଯାଟେଗୋରୀ ପାଇଁ ଅଧିକତମ ବୟସରେ ରିହାତି ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.