ଦଶମ ପାସ୍‌ ଯୁବକଙ୍କ ପାଇଁ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ, NHPCରେ ଖାଲିପଡିଛି ପଦବୀ

ଏନଏଚପିସି ଲିମିଡେଟରେ ଖାଲିପଡିଛି ଅନେକ ପଦବୀ। ଯଦି ଆପଣ ଦଶମ ପାସ୍‌ କରିଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଇଚ୍ଛୁକ ପ୍ରାର୍ଥୀ ଖାଲି ପଡିଥିବା ପଦବୀରେ ଆସନ୍ତା ଅକ୍ଟୋବର ୧ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଯେଉଁମାନେ ଏହି ଚାକିରି କରିବାକୁ ଇଚ୍ଛୁକ ସେମାନେ ଅଫିସିଆଲ େଓ୍ଵବସାଇଟ ମାଧ୍ୟମରେ ଆବେଦନ ପ୍ରକ୍ରିୟା ପୂରଣ କରନ୍ତୁ।

ଗୁରୁତ୍ୱପୂର୍ଣ୍ଣ ତାରିଖ : ଆବେଦନପତ୍ର ଗ୍ରହଣ କରିବାର ତାରିଖ ୧୪ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିବା ବେଳେ ଶେଷ ତାରିଖ ଅକ୍ଟୋବର ୧ ରହିଛି।

ପଦବୀ ବିବରଣୀ :

ଟ୍ରେଡ ଅପରେଣ୍ଟିସ: ୨୬

job 1

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ୧୦ମ ପାସ୍‌ ଏବଂ ସମ୍ବନ୍ଧିତ ଟ୍ରେଡରେ ୨ ବର୍ଷ ପର୍ଯ୍ୟନ୍ତ ଆଇଟିଆଇ କୋର୍ସ କରିଥିବା ଅନିବାର୍ଯ୍ୟ।

ବୟସ ସୀମା : ଏହି ପଦବୀରେ ଆବେଦନ କରିବା ପାଇଁ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ୨୫ ବର୍ଷ ହେବା ଜରୁରୀ।

ଚୟନ ପ୍ରକ୍ରିୟା: ଯୋଗ୍ୟ ପ୍ରାର୍ଥୀଙ୍କ ଚୟନ ମେରିଟ୍‌ ଆଧାରରେ କରାଯିବ।

ଅଧିକ ଜାଣିବା ପାଇଁ http://www.nhpcindia.com/ ଏଠାରେ କ୍ଲିକ କରନ୍ତୁ।
http://www.nhpcindia.com/writereaddata/Images/pdf/EngagementApprentices-Teesta-V.pdf ଏଠାରେ କ୍ଲିକ କରି ବିବରଣୀ ପାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.