Below header

ଏମିତି ବଦଳାନ୍ତୁ ନିଜ EPF ଆକାଉଣ୍ଟର ରେଜିଷ୍ଟର୍ଡ଼ ମୋବାଇଲ ନମ୍ବର

କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ବା ଇପିଏଫଓ ନିଜ ମେମ୍ବର୍ସ ମାନଙ୍କ ପାଇଁ କେତେ ଗୁଡିଏ ସୁବିଧା ଆରମ୍ଭ କରିଛନ୍ତି । ଇପିଏଫଓ ସଦସ୍ୟ ମାନେ ଏବେ ୱେବ ପୋର୍ଟାଲ ଜରିଆରେ ନିଜ ମୋବାଇଲ ନମ୍ବରକୁ ଡାଟାବେସରେ ରେଜିଷ୍ଟାର କରିପାରିବେ । UAN ମେମ୍ବର ପୋର୍ଟାଲ ଜରିଆରେ ମେମ୍ବର ମାନେ ନିଜ ନିଜ ମୋବାଇଲ ନମ୍ବରକୁ ବଦଳାଇ ବି ପାରିବେ ।

ଇପିଏଫ ଆକାଉଣ୍ଟରେ ରେଜିଷ୍ଟର୍ଡ ମୋବାଇଲ ନମ୍ବର ବନ୍ଦ କରିବା ତରିକା:

– ପ୍ରଥମେ ମେମ୍ବର ପୋର୍ଟାଲକୁ ଯାଆନ୍ତୁ । ଏବେ https://unifiedportal -mem.epfindia.gov.in/ memberinterface/ ଓ ନିଜ ଆକାଉଣ୍ଟକୁ ଲଗ ଇନ କରନ୍ତୁ ।

– ଏବେ ମେନେଜ ସେକ୍ସନରେ କନେକଟ ଡିଟେଲ ଉପରେ କ୍ଲିକ କରନ୍ତୁ ।

– ଏବେ ଚେକ ମୋବାଇଲ ନମ୍ବର ଅପସନ ଉପରେ କ୍ଲିକ କରନ୍ତୁ । ଏକ ନୂଆ ସେକ୍ସନ ଖୋଲିଯିବ

– ଏବେ ଦୁଇ ଥର ନିଜ ମୋବାଇଲ ନମ୍ବର ଭରନ୍ତୁ

epfo

– ଏବେ “Get Authorization Pin” ଉପରେ କ୍ଲିକ କରନ୍ତୁ

– ଏବେ ଆପଣଙ୍କ ନମ୍ବରକୁ ଏକ ଓଟିପି ଯିବ

– ସ୍କ୍ରିନରେ ଦିଆଯାଇଥିବା ସ୍ପେସରେ ନିଜ ଓଟିପି ନମ୍ବର ଭରି ସବମିଟ ବଟନ ଦବାନ୍ତୁ

ଏବେ ଇପିଏଫ ପୋର୍ଟାଲରେ ଆପଣଙ୍କ ମୋବାଇଲ ନମ୍ବର ଅପଡେଟ ହୋଇଯିବ

ଘରେ ବସି କରିପାରିବେ ଇପିଏଫ ଟ୍ରାନ୍ସଫର:

ଚାକିରୀ କରୁଥିବା ଲୋକଙ୍କ ପାଇଁ ପିଏଫ ଖାତା ଖୁବ ଗୁରୁତ୍ୱପୂର୍ଣ୍ଣ । ଚାକିରୀ ବଦଳିବା ମାତ୍ରେ ଇପିଏଫରେ ଜମା ହୋଇଥିବା ରାଶିକୁ ନୂଆ ଖାତାକୁ ଟ୍ରାନ୍ସ୍ଫର କରିବା ଜରୁରୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.