Below header

DRDO ରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ, ୧୦ମ ପାସ୍‌ ପ୍ରାର୍ଥୀ କରନ୍ତୁ ଆବେଦନ

କରୋନା କାଳରେ ଅନେକ ଲୋକ କାମ ଛାଡିିଦେଇଛନ୍ତି ଆଉ କିଛି ଲୋକଙ୍କୁ ଚାକିରିରୁ ଛଟେଇ କରାଯାଇଛି। କିନ୍ତୁ ଏବେ ଡିଆରଡିଓ ପକ୍ଷରୁ ଆପଣଙ୍କ ପାଇଁ ସୁଯୋଗ ଆସିଛି। ଯଦି ଆପଣ ୧୦ମ ପାସ୍‌ କରିଛନ୍ତି ତେବେ ଆପଣ ଏଠାରେ ଖାଲିପଡିଥିବା ପଦବୀ ପାଇଁ ଆବେଦନ କରିପାରିବେ।

ପଦବୀ ବିବରଣୀ :

ଆଇଟିଆଇ ଫିଟର: ୨୫
ଆଇଟିଆଇ ଇଲେକଟ୍ରୋନିକ ମେକାନିକ: ୨୦
ଆଇଟିଆଇ ଇଲେକ୍ଟ୍ରିସିଆନ: ୧୫
ଆଇଟିଆଇ କମ୍ପ୍ୟୁଟର ଅପରେଟର ଏବଂ ପ୍ରୋଗ୍ରାମିଂର ଆସିଷ୍ଟାଣ୍ଟ:୧୦
ଆଇଟିଆଇ ଟ୍ୟୁନର: ୧୦
ଆଇଟିଆଇ ମେକାନିଷ୍ଟ: ୫
ଆଇଟିଆଇ େଓ୍ଵଲଡର: ୫

job new

ଗୁରୁତ୍ୱପୂର୍ଣ୍ଣ ତାରିଖ : ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବା ତାରିଖ ୨୬ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିବା ବେଳେ ଶେଷ ତାରିଖ ଅକ୍ଟୋବର ୬ ତାରିଖ ରହିଛି।

ଶିକ୍ଷାଗତ ଯୋଗ୍ୟତା: ଇଚ୍ଛୁକ ପ୍ରାର୍ଥୀ ଦଶମ ପାସ୍‌ କରି ଆଇଟିଆଇ ପାସ୍‌ କରିଥିବା ନିଶ୍ଚିତ ଆବଶ୍ୟକ।

ଆବେଦନ କରିବା ପାଇଁ https://apprenticeshipindia.org/. େଓ୍ଵବସାଇଟକୁ ଯାଆନ୍ତୁ।

ନୋଟିଫିକେସନ ପଢିବା ପାଇଁ ଏଠାରେ https://drdo.gov.in/sites/default/files/career-vacancy-documents/Publication_Advt__Apprentice.pdf କ୍ଲିକ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.