ଗୋଟେ ଇଣ୍ଟରଭ୍ୟୁରେ ମିଳିବ ସରକାରୀ ଚାକିରି, ଦରମା ମାସକୁ ୭୨ ହଜାର ଟଙ୍କା

ତେଲ ଏବଂ ପ୍ରାକୃତିକ ଗ୍ୟାସ ନିଗମ ଲିମିଡେଟ୍‌ ପକ୍ଷରୁ ଖାଲିପଡିଛି ପଦବୀ। ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ଠାରୁ ଆବେଦନ ଗ୍ରହଣ କରାଯାଉଛି। ଯଦି ଆପଣ ଆବେଦନ କରିବା ପାଇଁ ଚାହୁଁଚନ୍ତି, ତେବେ ଖାଲିପଡିଥିବା ପଦବୀରେ ଆବେଦନ କରିବାର ଶେଷ ତାରିଖ ୫ ନଭେମ୍ବର ରହିଛି। ତେଣୁ ଏହି ପଦବୀ ବିଷୟରେ ଅଧିକ ଜାଣିବା ପାଇଁ ଏହାର ଅଫିସିଆଲ େଓ୍ଵବସାଇଟକୁ ଯାଇ ସଂପୂର୍ଣ୍ଣ ବିବରଣୀ ଭଲଭାବେ ପଢିଦିଅନ୍ତୁ।

ପଦବୀ ବିବରଣୀ:

ମେଡିକାଲ ଅଫିସର: ୧

ମେଡିକାଲ ଅଫିସର (ଜେନେରାଲ ଡ୍ୟୁଟି): ୬

ଦରମା: ୭୨ ହଜାର(ମାସିକ)

ଗୁରୁତ୍ୱପୂର୍ଣ୍ଣ ତାରିଖ : ଅନଲାଇନ ରେଜିଷ୍ଟ୍ରସନ କରିବାର ପ୍ରାରମ୍ଭିକ ତାରିଖ ୨୨ ତାରିଖ ରହିଥିବା ବେଳେ ଶେଷ ତାରିଖ ୫ ନଭେମ୍ବର ରହିଛି।

ବୟସ ସୀମା : ଏହି ପଦବୀରେ ଆବେଦନ କରିବା ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ବୟସ ONGC ନିୟମାନୁସାରେ ନିର୍ଦ୍ଧାରିତ କରାଯାଇଛି।

Job

ଶିକ୍ଷାଗତ ଯୋଗ୍ୟତା: ଏହି ପଦବୀରେ ଆବେଦନ ପାଇଁ ପ୍ରାର୍ଥୀଙ୍କ ପାଖରେ ଏମଏମବିଏସ ଡିଗ୍ରୀ ରହିଥିବା ନିତାନ୍ତ ଆବଶ୍ୟକ।

ଆବେଦନ ପ୍ରକ୍ରିୟା: ଇଚ୍ଛୁକ ପ୍ରାର୍ଥୀ ONGC ଅଫିସିଆଲ େଓ୍ଵବସାଇଟ୍‌କୁ ଯାଇ ଅଧିସୂଚନା ଡାଉନଲୋଡ କରି ପଢନ୍ତୁ। ଏଥିରେ ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ଅନୁସାରେ ଆବେଦନ କରନ୍ତୁ।

ଚୟନ ପ୍ରକ୍ରିୟା: ଏହି ପଦବୀରେ ଚୟନ ଶିକ୍ଷାଗତ ଯୋଗ୍ରତା ଏବଂ ଇଣ୍ଟରଭ୍ୟୁ ଆଧାରରେ କରାଯିବ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ:

https://www.ongcindia.com/wps/wcm/connect/en/home/

https://www.ongcindia.com/wps/wcm/connect/00c62993-93af-490b-81c2-3c9f2d782165/docMehsanaAsset.pdf?MOD=AJPERES&CONVERT_TO=url&CACHEID=ROOTWORKSPACE-00c62993-93af-490b-81c2-3c9f2d782165-nleWrcL

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.