Below header

ସୁନା କିଣିବାକୁ ଚାହୁଁଥିଲେ ଏଇଠି ପଢ଼ନ୍ତୁ ଆଜି କେତେ ରହିଛି ସୁନା ଦାମ୍‌

କରୋନା ଆର୍ଥିକ ସଂକଟ ଭିତରେ ବଢ଼ିଚାଲିଛି ଦରଦାମ୍‌। ତେବେ ଏହାରି ମଧ୍ୟରେ ବି ବଢ଼ିଚାଲିଛି ସୁନା ଦର। ଲଗାତର ୫ ଦିନ ଧରି ବୃଦ୍ଧି ପାଉଛି ସୁନା ଦର। ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ଦଶ ଗ୍ରାମ ପିଛା ୪୯,୭୮୩ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ରହିଛି ୪୭,୩୯୩ ଟଙ୍କା।

ସେହିପରି ଆଜି ଦେଶରେ ୨୪ କ୍ୟାରେଟ ସୁନା ଦର ୧୦୦ ଟଙ୍କା ବଢ଼ି ୧୦ ଗ୍ରାମ ପ୍ରତି ରହିଛି ୪୭,୯୬୦ ଟଙ୍କା ଏବଂ ୨୨ କ୍ୟାରେଟ ସୁନା ଦର ସମାନ ଭାବରେ ୧୦୦ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମ ପ୍ରତି ୪୬,୭୬୦ ଟଙ୍କା ରହିଛି। ରୂପା କଥା ଯଦି କହିବା ତେବେ ଆଜି ୧ କେଜି ରୂପା ୧୦ ଟଙ୍କା ବୃଦ୍ଧି ପାଇ ରହିଛି ୪୮,୬୭୦ ଟଙ୍କା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.