LIC ରେ ନିଯୁକ୍ତି ଜାରି, ସ୍ନାତକଙ୍କ ପାଇଁ ଆଜିଠୁ ଆରମ୍ଭ ରେଜିଷ୍ଟ୍ରେସନ

ଏଲଆଇସି ହାଉସିଂ ଫାଇନ୍ସାସ ଲିମିଟେଡରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ସହାୟକ, ଆସୋସିଏଟ୍ ଏବଂ ସହାୟକ ପ୍ରବନ୍ଧକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଛୁକପାର୍ଥୀମାନେ ଆବେଦନ କରିବାକୁ ଚାହୁଁଥିଲେ ଆଜି ହିଁ ଏଲଆଇସି ହାଉସିଂ ଫାଇନ୍ସାସର ଅଫିସିଆଲ ୱେସାଇଡରେ ଦିଆଯାଇଥିବା ସମସ୍ତ ସୂଚନା ଜାଣିବା ପରେ ଆବେଦନ କରନ୍ତୁ।

ପଦବୀ ନାମ:

ସହାୟକ- ୧୨୫

ଆସୋସିଏଟ- ୭୫

ସହାୟକ ପ୍ରବନ୍ଧକ- ୧୦୦

ମହତ୍ୱପୂର୍ଣ୍ଣ ତାରିଖ:

ଆବେଦନ ପତ୍ର ଜମା କରିବା ଆରମ୍ଭ ତାରିଖ- ୮ ଅଗଷ୍ଟ ୨୦୧୯

ଆବେଦନ ପତ୍ର ଜମା କରିବା ଶେଷ ତାରିଖ- ୨୬ ଅଗଷ୍ଟ ୨୦୧୯

ଆବେଦନ ଶୁଳ୍କ:

ସମସ୍ତ ବର୍ଗର ଆବେଦନକାରୀଙ୍କୁ ୫୦୦ ଟଙ୍କା ଦେବାକୁ ପଡ଼ିବ।

student ବୟସ ସୀମା:

ଆବେଦନକାରୀଙ୍କ ନ୍ୟୁନତମ ବୟସ ସୀମା ୨୧ ବର୍ଷ ଏବଂ ଅଧିକତମ ବୟସ ସୀମା ୨୮ ବର୍ଷ ହୋଇଥିବା ଆବଶ୍ୟକ।

ଶିକ୍ଷାଗତ ଯୋଗ୍ୟତା:

ଆବେଦନକାରୀମାନେ କେଣସି ବାନ୍ୟତା ପ୍ରାପ୍ତ ବିଶ୍ବବିଦ୍ୟାଳୟରୁ ଉତିନ୍ନ ହୋଇଥିବେ। ସମସ୍ତ ପଦବୀରେ ନିଯୁକ୍ତି ପାଇଁ ଭିନ୍ନ ଭିନ୍ନ ଶୈକ୍ଷିକ ଯୋଗ୍ୟତା ନିର୍ଦ୍ଦାରିତ କରାଯାଇଛି।

ଏହାସହ ପଢନ୍ତୁ: ରିଜର୍ଭ ବ୍ୟାଙ୍କର ବଡ଼ ନିଷ୍ପତ୍ତି, ଲଗାତାର ୪ର୍ଥ ଥର ପାଇଁ ହ୍ରାସ ପାଇଲା ରେପୋ ରେଟ୍‌

ଆବେଦନ ପ୍ରକ୍ରିୟା:

ଆବେଦନକାରୀମାନେ LIC HFL ର ଅଧିକାରୀକ ୱେବସାଇଟ ମାଧ୍ୟମରେ ଅନଲାଇନ ଆବେଦନ କରିବେ। ଏହା ବ୍ୟତୀତ ଅନ୍ୟ କୌଣସତ ପ୍ରକ୍ରିୟାରେ ଆବେଦନ ଗ୍ରହଣ କରାଯିବ ନାହିଁ।

ଚୟନ ପ୍ରକ୍ରିୟା:

ପାର୍ଥୀମାନଙ୍କୁ ଅନଲାଇନ ଟେଷ୍ଟ ଏବଂ ସାକ୍ଷାତକାର ମାଧ୍ୟମରେ ଚୟନ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.