ପେଟ୍ରୋଲ ଏବଂ ଡିଜେଲ ଦରକୁ ନେଇ ଚିନ୍ତାରେ ରାଜ୍ୟବାସୀ

କେନ୍ଦ୍ର ସରକାରଙ୍କ ସାଧାରଣ ବଜେଟରେ ବୃଦ୍ଧି ପାଇଛି ପେଟ୍ରୋଲ ଓ ଡିଜେଲ ଦର। ରାଜ୍ୟରେ ପେଟ୍ରୋଲ ୨ଟଙ୍କା ୫୦ ପଇସା ଓ ଡିଜେଲ ଦରରେ ୨ଟଙ୍କା ୩୦ ପଇସା ବୃଦ୍ଧି ପାଇଛି। ଏହା ଖାଉଟି ଓ ମଧ୍ୟବିତ୍ତଙ୍କ ଉପରେ ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ ହୋଇଛି। ଏନେଇ ଭୁବନେଶ୍ବରରେ ପେଟ୍ରୋଲର ମୂଲ୍ୟ ୭୧ଟ.୯୪ପ ରହିଥିବା ବେଳେ ଡିଜେଲ ରହିଛି ୭୧ଟ.୫୧ପ ରହିଛି। ତେବେ ଦୀର୍ଘ ଦିନ ପରେ ତୈଳ ଦର ବର୍ଦ୍ଧିତ ରହିଥିଲେ ମଧ୍ୟ ଡିଜେଲର ମୂଲ୍ୟ ପେଟ୍ରୋଲରୁ କମ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.