ଭାରତରେ ଲଞ୍ଚ ହେଲା Mercedes-Benz E 350d ର ଡିଜେଲ କାର, ଜାଣନ୍ତୁ କ ‘ଣ ରହିଛି ମୂଲ୍ୟ ଏବଂ ଫିଚର୍ସ

Mercedes-Benz E 350d ନିଜର କାର ୩୫୦ ଡି ଡିଜେଲ କାର ଭାରତରେ ଲଞ୍ଚ କରିଛି । କମ୍ପାନୀ ଏହାକୁ ନିଜ ୱେବସାଇଟରେ ଜାରି କରିଛି । କିଛି ଦିନ ମାସ ପୂର୍ବରୁ ଏହାକୁ ମାର୍କେଟରୁ ବନ୍ଦ କରିଦିଆଯାଇଥିଲା । କିନ୍ତୁ ଏବେ କମ୍ପାନୀ ବିଏସ ୬କୁ ଅପଗ୍ରେଡ କରିଛି । ଏହା କେବଳ Elite ଟ୍ରିମ ଭାରିଅଣ୍ଟରେ ଉପଲବ୍ଧ । E 350d ଇଞ୍ଜନ S 350d, G 350d ନିକଟରେ ଲଞ୍ଚ ହୋଇଛି । ଏହି କାର ମୂଲ୍ୟ ୭୫.୨୯ ଲକ୍ଷ ଟଙ୍କା ରହିଛି ।

111

ଏହି Mercedes-Benz E 350d କାରର ଫ୍ରଣ୍ଟ ଏବଂ ରିଅରରେ ୱାୟାରଲେଟ ଚାର୍ଜିଂ, ଇଲ୍ଟେକ୍ଟ୍ରିକାଲ ଆଡଜଷ୍ଟବଲ ଫ୍ରଣ୍ଟ ସିଟି ସହିତ ମେମୋରୀ ଫଙ୍କସନ ସିଟ ଏବଂ ଷ୍ଟିଅରିଂ ହ୍ୱିଲ, ଏଲଇଡି ହେଡଲ୍ୟାମ୍ପ, ୩୬୦ ଡିଗ୍ରୀ ଆଙ୍ଗେଲ କ୍ୟାମେରା, ବର୍ମଷ୍ଟର ସାଉଣ୍ଡ ସିଷ୍ଟମ ସହିତ ୧୩ ସ୍ପିକର୍ସ, ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କନସୋଏ ଏବଂ କ୍ୟାବିନରେ ଓପନ ପୋର ବ୍ଲାକ ଏଶବୁଡ ଟ୍ରମି ଦିଆଯାଇଛି । କମ୍ପାନୀ ଏଥିରେ ୧୮ ଇଞ୍ଚର ଏଲୟ ହ୍ୱିଲ୍ସ ପ୍ରଦାନ କରିଛି । ଏହି କାରର ଇଞ୍ଜନ ୨୮୨ ବିଏଚପି ପାୱର ଏବଂ ୬୨୦ ଏନଏମ ଟର୍କ ଜେନେରେଟ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.