ରାଜଧାନୀରେ ନକଲି ମହିଳା ଆଇପିଏସ ପରେ ଧରାପଡ଼ିଲା ନକଲି ଇନିସପେକ୍ଟର

ଭୁବନେଶ୍ବର : ରାଜଧାନୀରେ ନକଲି ମହିଳା ଆଇପିଏସ ପରେ ଧରାପଡ଼ିଲା ନକଲି ଇନିସପେକ୍ଟର । ବରଗଡ ଅଞ୍ଚଳରୁ ଖଣ୍ଡଗିରି ଥାନା ପୋଲିସ ଗିରଫ କରିଛି । ନିଜକୁ ଖଣ୍ଡଗିରି ଥାନା ଅଧିକାରୀ ପରିଚୟ ଦେଇ ମାମଲାର ରଫାଦଫା କରିବାକୁ ଜଣେ ଯୁବତୀଙ୍କୁ ଫୋନ କରିଥିଲା । ଅପରପଟେ ଗତକାଲି ରାଜଧାନୀରେ ଧରାପଡ଼ିଲା ନକଲି ମହିଳା ଆଇପିଏସ । ଯିଏ ନିଜକୁ ଆଇପିଏସ ପରିଚୟ ଦେଇ ପୋଲିସ ରିଜର୍ଭକୁ ଫୋନ କରି କନେଷ୍ଟବଳଙ୍କ ଡ୍ୟୁଟି ଚେଞ୍ଜ କରିବାକୁ ଚାପ ପକାଉଥିଲେ । କ୍ୟାପିଟାଲ ଥାନା ପୋଲିସ ଅଭିଯୁକ୍ତାକୁ ଅଟକ ରଖି ପଚାରଉଚରା କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.