Browsing Tag

lunched in India

ହାର୍ଟରେଟ ମନିଟର ସହିତ ଲଞ୍ଚ ହେଲା Noisefit Core ସ୍ମାର୍ଟୱାଚ, ୨,୯୯୯ ଦାମରେ ମିଳୁଛି ଜବରଦସ୍ତ ଫିଚର୍ସ

Noisefit Core ସ୍ମାର୍ଟୱାଚ ଭାରତରେ ଲଞ୍ଚ ହୋଇଛି। ଯାହାର ବ୍ଯାଟେରୀ ୭ ଦିନ ପର୍ଯ୍ଯନ୍ତ ଚାଲିବ ବୋଲି କମ୍ପାନୀ ଦାବି କରିଛି। ଏହି ସ୍ମାର୍ଟୱାଚ ଆଣ୍ଡ୍ରଏଡ ଏବଂ iOS ଦୁଇଟି ଯାକ ସ୍ମାର୍ଟଫୋନରେ ଚାଲିବ। ଆଉ ଏହାର ଦାମ୍ ରହିଛି ମାତ୍ର ୨,୯୯୯ ଟଙ୍କା। ଏହା ଇ-କମର୍ସ ସାଇଟ ଆମାଜନରେ ଉପଲବ୍ଧ…

ରୟାଲ ଏନଫିଲ୍ଡ ବୁଲେଟ ୩୫୦ ଏବଂ ୩୫୦ କ୍ଲାସିକ୍‌କୁ ଟକ୍କର ଦେବ ହୋଣ୍ଡାର ଏହି ବାଇକ୍‌, ଜାଣନ୍ତୁ କ’ଣ ରହିଛି ବିଶେଷତ୍ୱ

ରୟାଲ ଏନଫ୍ଳିଲ୍ଡ କମ୍ପାନୀ ନିଜର ସିଙ୍ଗଲ ଏବିଏସ ଏବଂ ରିୟର ଲିଫ୍ଟ ପ୍ରୋଟେକସନ୍ ସହ ବୁଲେଟ ୩୫୦ ଏବଂ କ୍ଲାସିକ ୩୫୦ ଲଞ୍ଚ କରିଥିଲା । ଯାହାର ମୂଲ୍ୟ ୧.୨୧ ଲକ୍ଷ ରହିଥିଲା। ଏବେ ଏହି ବାଇକ୍‌କୁ ଟକ୍କର ଦେବା ପାଇଁ ହୋଣ୍ଡା ପକ୍ଷରୁ ନୂଆ ବାଇକ୍‌ ଆଣିବାକୁ ଯାଉଛି। ଯାହାର ମୂଲ୍ୟ ୨.୫ ଲକ୍ଷ…

ଆସିଗଲା ଶସ୍ତା ସ୍ମାର୍ଟଫୋନ Realme C11, ଫୋନ୍ ସହିତ କମ୍ପାନୀ ଲଞ୍ଚ କଲା ନୂଆ ପାୱରବ୍ୟାଙ୍କ

ରିୟଲମି ଭାରତରେ ନିଜ ନୂଆ ଶସ୍ତା ସ୍ମାର୍ଟଫୋନ୍ ରିୟଲମି C11 ଲଞ୍ଚ କରିଛି। ଫୋନ୍ ସହିତ କମ୍ପାନୀ ନୂଆ ପାୱରବ୍ୟାଙ୍କ ମଧ୍ୟ ଲଞ୍ଚ୍ କରିଛି । ରିୟଲମି C11 ରେ ଦମଦାର୍ ଫିଚର୍ସ ରହିଛି ଯାହାକୁ ବହୁତ ଶସ୍ତାରେ ଗ୍ରାହକ ପାଇପାରିବେ । ଏହି ଫୋନର ଦାମ୍ ମାତ୍ର ୭୪୯୯ ଟଙ୍କା ରହିଛି । ଫୋନର ପ୍ରଥମ…

ନୋକିଆ ଲଞ୍ଚ କଲା ଫିଚର ଫୋନ Nokia 5310, ଥରେ ଚାର୍ଜ କଲେ ଚାଲିବ ୨୨ ଦିନ

ନୋକିଆ ସ୍ମାର୍ଟଫୋନ ଯୁଗରେ Nokia 5310 ପୁରୁଣା ଫିଚର ଫୋନକୁ ଲଞ୍ଚ କରିଛି। Nokia 5310 କୁ ଏଚଏମଡି ଗ୍ଲୋବାଲ୍ ମାର୍କେଟକୁ ଆଣିଛି । ଏହି ଫୋନ୍ ଅଗଷ୍ଟ, ୨୦୦୭ ରେ ଲଞ୍ଚ୍ ହୋଇଥିବା 5310 XpressMusicର ରିଫ୍ରେଶ୍ଡ ଭର୍ସନ । ଏଥିରେ ବ୍ୟାଟେରୀ ବ୍ୟାକଅପ୍ ଓ ଡ୍ୟୁଆଲ୍ ସ୍ପିକର । ଗ୍ରାହକ…

ପପ ଅପ୍‌ ସେଲ୍ଫି କ୍ୟାମେରା ସହିତ ଭାରତୀୟ ବଜାରକୁ ଆସିଲା Moto One Fusion+ , ଜାଣନ୍ତୁ କ’ଣ ରହିଛି ଦାମ୍‌

ପପ ଅପ ସେଲ୍ଫି କ୍ୟାମେରା ସହ ମୋଟୋ ଲଞ୍ଚ କରିଛି Moto One Fusion + ସ୍ମାର୍ଟଫୋନ। ଗତ ସପ୍ତାହରେ କମ୍ପାନୀ ଏହାକୁ ୟୁରୋପରେ ଲଞ୍ଚ କରିଥିଲା। ଯାହାକୁ ଏବେ ଭାରତରେ ଲଞ୍ଚ କରାଯାଇଛି। ଏହି ଫୋନରେ ୫ ହଜାର ଏମଏଏଚ ବ୍ୟାଟେରୀ କ୍ଷମତା ସହିତ ଦମଦାର ପ୍ରୋସେସର ସପୋର୍ଟ ମଧ୍ୟ ମିଳିଛି। ଏହି ଫୋନର…

ଆରମ୍ଭ ହେଲା Samsung Galaxy M11 ଏବଂ Galaxy M01 ଜବରଦସ୍ତ ସେଲ, ଫୋନରେ ରହିଛି କମାଲ୍‌ ଫିଚର୍ସ

ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ସାମସଙ୍ଗ ବଜେଟ ମୂଲ୍ୟରେ ଦୁଇଟି ନୂଆ ସ୍ମାର୍ଟଫୋନ ଲଞ୍ଚ କରିଛି।Samsung Galaxy M11 ଏବଂ Galaxy M01 ସ୍ମାର୍ଟଫୋନରେ ପଞ୍ଚ ହୋଲ ଡିସପ୍ଲେ, ଶାନଦାର କ୍ୟାମେରା ଏବଂ ଦମଦାର ପ୍ରୋସେସର ରହିଛି। ଏହା ଛଡା ଦୁଇଟି ଯାକ ଡିଭାଇସରେ ଆଣ୍ଡ୍ରଏଡ୍‌ ୧୦ର ଅପରେଟିଂ…

ରିଲାଏନ୍ସ ଲଞ୍ଚ କଲା ଇ-କମର୍ସ ସାଇଟ୍‌ JioMart, ପ୍ରତ୍ୟେକ ଜିନିଷରେ ମିଳୁଛି ବମ୍ପର ଡିସକାଉଣ୍ଟ

ଅଧିକ ଦିନ ପରେ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ଲଞ୍ଚ କଲା ଇ-କମର୍ସ ସାଇଟ୍‌JioMart । ଏବେ ଗ୍ରାହକ ଜିଓମାର୍ଟରୁ ଫଳ, ପନିପରିବା, ଦୁଗ୍ଧଜାତୀୟ ଖାଦ୍ୟ ଏବଂ ବେକରୀ ଜିନିଷର ଅର୍ଡର ଦେଇପାରିବେ। ଏହା ଛଡା ଏହିସବୁ ସାମଗ୍ରୀରେ ୫ ପ୍ରତିଶତ ଡିସକାଉଣ୍ଟ ମଧ୍ୟ ମିଳିବ। କମ୍ପାନୀ ଏହି ସେବାକୁ…

ଭାରତରେ ଲଞ୍ଚ ହେଲା Mercedes-Benz E 350d ର ଡିଜେଲ କାର, ଜାଣନ୍ତୁ କ ‘ଣ ରହିଛି ମୂଲ୍ୟ ଏବଂ ଫିଚର୍ସ

Mercedes-Benz E 350d ନିଜର କାର ୩୫୦ ଡି ଡିଜେଲ କାର ଭାରତରେ ଲଞ୍ଚ କରିଛି । କମ୍ପାନୀ ଏହାକୁ ନିଜ ୱେବସାଇଟରେ ଜାରି କରିଛି । କିଛି ଦିନ ମାସ ପୂର୍ବରୁ ଏହାକୁ ମାର୍କେଟରୁ ବନ୍ଦ କରିଦିଆଯାଇଥିଲା । କିନ୍ତୁ ଏବେ କମ୍ପାନୀ ବିଏସ ୬କୁ ଅପଗ୍ରେଡ କରିଛି । ଏହା କେବଳ Elite ଟ୍ରିମ…

ଭାରତୀୟ ବଜାରରେ ଲଞ୍ଚ ହେଲା ଅନ୍‌ଲାଇନ୍‌ ଷ୍ଟ୍ରିମିଂ ସର୍ଭିସ ‘Mubi’, ଜାଣନ୍ତୁ କ’ଣ ଏହି ସର୍ଭିସ

ଯଦି ଆପଣ କଳାତ୍ମକ ଫିଲ୍ମ ଦେଖିବାର ସୌକ ରଖନ୍ତି, ତେବେ ଆପଣଙ୍କ ପାଇଁ ଆସିଯାଇଛି ନୂଆ ଷ୍ଟ୍ରିମିଂ ସିର୍ଭିସ। Amazon, Hotstar, Netflix ଭଳି ଆଉ ଏକ ଷ୍ଟ୍ରିମିଂ ସର୍ଭିସ Mubi ଭାରତୀୟ ବଜାରରେ ଲଞ୍ଚ କରିଛି। ଆପଣ ଭାବୁଥିବେ, ଏତେ ପ୍ରକାର ଷ୍ଟ୍ରିମିଂ ସିର୍ଭିସ ରହିଥିବା ବେଳେ ଲୋକେ Mubi…