ବିଏମଡବ୍ଲ୍ୟୁର ନୂଆ ଏସ୍‌ୟୁଭି ‘X5’ ଉନ୍ମୋଚନ

ମୁମ୍ବାଇ: ବିଏମଡବ୍ଲ୍ୟୁ ଇଣ୍ଡିଆର ତାର ନୂଆ ଏସ୍‌ୟୁଭି ‘ଏକ୍ସ୫’କୁ ଉନ୍ମୋଚନ କରିଛି । ଯାହାକୁ କଂପାନିର ବ୍ରାଣ୍ଡ୍ ଆମ୍ବାସାଡର ମହାନ କ୍ରିକେଟର ସଚ୍ଚିନ ତେନ୍ଦୁଲକର ଉନ୍ମୋଚନ କରିଛନ୍ତି। ଏହି ଏସ୍‌ୟୁଭି ‘ଏକ୍ସ୫’ର ମୂଲ୍ୟ ୭୨.୯ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି। ତିନିଟି ଟ୍ରିମ୍‌ରେ ଏହା ଉପଲବ୍ଧ ହ‌େଉଛି। ଏଥିରେ ତିନି ଧାଡ଼ିର ସିଟ୍ ରହିଛି। ଏହାର ଉଭୟ ହେଡ୍‌ଲ୍ୟାମ୍ପ୍‌ ଓ ଟେଲ୍‌ଲ୍ୟାମ୍ପ୍‌ରେ ଏଲ୍‌ଇଡି ବ୍ୟବହାର କରାଯାଇଛି। ଏଥିରେ ୧୦ ସ୍ପୋକ୍ ଆଲଏ ହ୍ବିଲ୍ ମଧ୍ୟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.