Below header

ଆଉ ନୂଆ ଗ୍ରାହକ କରି ପାରିବନି ପେଟିଏମ୍‌

ନୂଆଦିଲ୍ଲୀ : ପେଟିଏମ୍‌ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କର କଡ଼ା କଟକଣା । ଆଉ ନୂଆ ଗ୍ରାହକ ନନେବା ପାଇଁ ପେଟିଏମ୍‌କୁ ନିର୍ଦ୍ଦେଶ । ତୁରନ୍ତ ଏହି ପ୍ରକ୍ରିୟା ବନ୍ଦ କରିବାକୁ କୁହାଯାଇଛି । ସେପଟେ ଗ୍ରାହକ ସଂଗ୍ରହ ପ୍ରକ୍ରିୟାରେ କିଛି ତ୍ରୁଟି ରହିଥିବା ଜଣାପଡ଼ିବା ପରେ ତାର ଯାଞ୍ଚ ଆରମ୍ଭ ହୋଇଛି । ପୁଣି ଏ ସମ୍ପର୍କରେ ରିଜର୍ଭବ୍ୟାଙ୍କ ପେଟିଏମ୍‌ ଠାରୁ ଜବାବ ମଧ୍ୟ ମାଗିଛି । କେଓ୍ଵାଇସିରେ ତ୍ରୁଟି ନଜର ଆସିବା ପରେ ଗତ ଜୁନ୍‌ ୨୦ ତାରିଖରୁ ପେଟିଏମ୍‌ ଆଉ କୌଣସି ନୂଆ ଗ୍ରାହକ ନେବା ବନ୍ଦ କରି ଦେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.