Below header

ଗ୍ରାଜୁଏସନ କରିଛନ୍ତି ? ତେବେ NIELIT ରେ ସରକାରୀ ଚାକିରି ପାଇଁ ଜଲଦି କରନ୍ତୁ ଆବେଦନ

ରାଷ୍ଟ୍ରୀୟ ଇଲେଟ୍ରୋନିକ୍ସ ଏବଂ ସୂଚନା ପ୍ରାଦ୍ୟୋଗିକ ସଂସ୍ଥା (NIELIT) ପକ୍ଷରୁ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଅଧିସୂଚନା ଜାରି ହୋଇଛି। ଏଥିରେ ଆବେଦନ କରିବା ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ଆବେଦନ କରିପାରିବେ। ଏଥିପାଇଁ ୧ ଜୁନ୍‌ ଆବେଦନ କରିବାର ଶେଷ ତାରିଖ ରହିଛି।

nn

ପଦବୀ ବିବରଣୀ :

ସାଇଣ୍ଟିଷ୍ଟ ବି : ୨୮୮

ଟେକନିକାଲ ଆସିଷ୍ଟାଣ୍ଟ : ୨୦୭

ବୟସ ସୀମା : ଆବେଦନ କରିବାର ବୟସ ସୀମା NIELIT ସଂସ୍ଥାର ନିୟମାନୁସାରେ ନିର୍ଦ୍ଧାରିତ କରାଯିବ।

ଶିକ୍ଷାଗତ ଯୋଗ୍ୟତା : ଆବେଦନ କରିଥିବା ବ୍ୟକ୍ତିଙ୍କ ପଦବୀ ଅନୁସାରେ ଅଲଗା ଅଲଗା ଶିକ୍ଷାଗତ ଯୋଗ୍ୟତା ନିର୍ଦ୍ଧାରିତ ହୋଇଛି। ଏହା ବିଷୟରେ ଅଧିକ ଜାଣିବା ପାଇଁ ଅଧିକାରୀ େଓ୍ଵବସାଇଟକୁ ଯାଇ ଲିଙ୍କ ଚେକ୍‌ କରିପାରିବେ।

edcation

ଏମିତି କରନ୍ତୁ ଆବେଦନ :

ଇଚ୍ଛୁକ ପ୍ରାର୍ଥୀNIELIT ର ଅଫିସିଆଲ େଓ୍ଵବସାଇଟରେ ଯାଇ ଅନଲାଇନରେ ଆବେଦନ କରିପାରିବେ। ଅନ୍ୟ କୌଣସି ମାଧ୍ୟମରେ ଅବେଦନପତ୍ର ଗ୍ରହଣ କରାଯିବ ନାହିଁ। ଆବେଦନ କରିବା ପରେ ଏହାର ଫଟୋକପି ନିଶ୍ଚିତ ରଖନ୍ତୁ।

ଚୟନ ପ୍ରକ୍ରିୟା :

ଆବେଦନ କରିଥିବା ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଏବଂ ସାକ୍ଷାତକାର ଦ୍ୱାରା ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.