ଜାତୀୟ ସ୍ୱାସ୍ଥ୍ୟ ମିଶନରେ ନିଯୁକ୍ତି ସୁଯୋଗ, ଗ୍ରାଜୁଏଟ୍‌ଙ୍କୁ ମିଳିବ ସିଧାସଳଖ ଚାକିରି

ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଏବେ କେନ୍ଦ୍ର ସରକାରଙ୍କ କେତେକ ସଂସ୍ଥାରେ ନିଯୁକ୍ତି ସୁଯୋଗ ବାହାରିଛି। ଜାତୀୟ ସ୍ୱାସ୍ଥ୍ୟ ମିଶନ ଶତାଧିକ ପଦବୀ ପାଇଁ ପ୍ରାର୍ଥୀ ଆବଶ୍ୟକ କରୁଛି। ଏଥିପାଇଁ ଆବେଦନ କରିବା ପାଇଁ ପୂର୍ବରୁ ମେ ୨୮ ପର୍ଯ୍ୟନ୍ତ ସମୟ ଦିଆଯାଇଥିବା ବେଳେ ଏବେ ଏହାକୁ ବଢ଼ାଇ ଦିଆଯାଇଛି। ଏହି ପଦ ପାଇଁ ଆବେଦନ କରିନପାରିଥିଲେ ଜୁନ୍‌ ୪ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଆସନ୍ତୁ ଜାଣିବା ନିଯୁକ୍ତି ସମ୍ପର୍କରେ…

LinkedIn Reveals The Best Day To Apply For A Job

ପଦ ନାମ:

ଜୁନିଅର ଇଞ୍ଜିନିୟର, ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର, ପ୍ରୋଗ୍ରାମ ମ୍ୟାନେଜର- ପବ୍ଲିକ ହେଲଥ

ପଦ ସଂଖ୍ୟା:

୧୧୨

ନିଯୁକ୍ତି ସ୍ଥାନ:

ମହାରାଷ୍ଟ୍ର

How to Study for the Wonderlic Scholastic Level Exam

ଆବେଦନର ଶେଷ ତାରିଖ:

ଜୁନ୍‌ ୪

ଏମିତି କରନ୍ତୁ ଆବେଦନ:

ଏହି ପଦ ପାଇଁ ଆବେଦନ କରିବାକୁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍‌ [email protected] କୁ ଯାଇ ସମ୍ପୂର୍ଣ୍ଣ ବିବରଣୀ ଯାଞ୍ଚ୍‌ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.