Below header

ବ୍ୟାଙ୍କରେ କାରବାର ନାହିଁ, ଏଟିଏମ୍‌ରେ ଶୁଷ୍କ: ବାତ୍ୟା ପରେ ଟଙ୍କା ପାଇଁ କଲବଲ ଗ୍ରାହକ

ଫନି ମାଡରେ ଟେଲି ଯୋଗାଯୋଗ ବାଧାପ୍ରାପ୍ତ । ଫଳରେ ନେଟ ସେବା ମଧ୍ୟ ପ୍ରଭାବିତ ହୋଇଛି । ଯାହାକି କଟକ ଜିଲ୍ଲା ନିଆଳି ଓ କଣ୍ଟାପଡା ବ୍ଳକ ଅଞ୍ଚଳରେ ସରକାରୀ ଓ ବେସରକାରୀ ସଂସ୍ଥା ମାନଙ୍କରେ କାର୍ଯ୍ୟ ଏକ ରକମ ବନ୍ଦ ହୋଇଯାଇଛି । ବିଶେଷ କରି ଉପଭୋକ୍ତ ମାନେ ବ୍ୟାଙ୍କଗୁଡିକରେ ଟଙ୍କା ଉଠାଣ ଓ ଜମା କରିବାରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଟିଏମ୍‌ ଆଗରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଥିଲେ ମଧ୍ୟ ନେଟ ନ ଆସିବାରୁ ଲୋକଙ୍କୁ ନିରାଶ ହେବାକୁ ପଡୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.