ଓଡ଼ିଆ ଯୁବକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ପୋଲିସ ବିଭାଗରେ ଚାକିରି ପାଇଁ କରନ୍ତୁ ଆବେଦନ

ଓଡିଶା ପୋଲିସ ଦ୍ୱାରା ଜାରି କରାଯାଇଥିବା ସୂଚନା ଅନୁଯାୟୀ ପୋଲିସ ଡ୍ରାଇଭର ଏବଂ ପୋଲିସ ଟ୍ରସପୋର୍ଟ ବିଭାଗରେ ନିଯୁକ୍ତି ଜାରି ହୋଇଛି। ସୂଚନା ମୁତାବକ ଏହି ପଦବୀ ସମୁଦାୟ ୨୩୧ ଜଣଙ୍କୁ ନିଯୁକ୍ତି କରାଯିବ। ଏହି ପଦବୀରେ ଆବେଦନ କରିବା ପାଇଁ ଆବେଦନକାରୀ ଶେଷ ତାରିଖ ପୂର୍ବରୁ ଆବେଦନ ପ୍ରକ୍ରିୟା ପୂରଣ କରନ୍ତୁ।

ପଦବୀ ନାମ ଏବଂ ପଦ ସଂଖ୍ୟା

ଡ୍ରାଇଭର-୨୩୧ଟି ପଦବୀ

policeବୟସ ସୀମା

ଆବେଦନକାରୀଙ୍କ ବୟସ ସୀମା ଓଡିଶା ପୋଲିସ ନିୟମାନୁସାରେ ନିର୍ଦ୍ଦାରିତ କରାଯିବ।

ମହତ୍ତ୍ୱପୂର୍ଣ୍ଣ ତାରିଖ

ଆବେଦନ ପତ୍ର ଜମା କରିବାର ପ୍ରାରମ୍ଭିକ ତାରିଖ: ୦୭ ମାର୍ଚ୍ଚ ୨୦୨୦
ଆବେଦନ ପତ୍ର ଜମା କରିବାର ଶେଷ ତାରିଖ: ୨୮ ମାର୍ଚ୍ଚ ୨୦୨୦ଫିଜିକାଲ ଟେଷ୍ଟ ତାରିଖ: ୩୦ ମାର୍ଚ୍ଚ ୨୦୨୦

ଶିକ୍ଷାଗତ ଯୋଗ୍ୟତା:

ଏହି ପଦବୀରେ ନିଯୁକ୍ତି ପାଇଁ ଆବେଦନକାରୀଙ୍କ ଶିକ୍ଷାଗତ ଯୋଗ୍ୟତା ନ୍ୟୁନତମ ଶିକ୍ଷାଗତ ଯୋଗ୍ୟତା ୧୦ମ ପାସ୍‌ ଅନିବାର୍ଯ୍ୟ ନିର୍ଦ୍ଦାରିତ କରାଯାଇଛି।

recruitment-ଆବେଦନ ପ୍ରକ୍ରିୟା:

ଇଛୁକ ଆବଦେନକାରୀ େଓ୍ଵବସାଇଟ odishapolice.gov.in ଜରିଆରେ ୨୮ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ଅନଲାଇନ ଆବେଦନ କରିପାରିବେ। ଧ୍ୟାନ ରଖନ୍ତୁ ଆବେଦନ ସମୟରେ ଯେପରି କୌଣସି ତ୍ରୁଟି ନରହେ।

ଚୟନ ପ୍ରକ୍ରିୟା:

ଆବଦେନକାରୀଙ୍କୁ ଫିଜିକାଲ ଟେଷ୍ଟ ଆଧାରରେ ଚୟନ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.