ONGC ଆଣୁଛି ସୁବର୍ଣ୍ଣ ସୁଯୋଗ, ସ୍ନାତ୍ତକ କରିପାରିବେ ଆବେଦନ

ତୈଳ ଏବଂ ପ୍ରାକୃତିକ ଗ୍ଯାସ ନିଗମ ଲିମିଟେଡ (ONGC) ରେ ଅନେକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନା ମୁତାବକ କଣ୍ଟ୍ରାକ୍ଟ ଚିକିତ୍ସା ବିଭାଗ ପଦବୀ ପାଇଁ ଆବେଦନ ଜାରି କରାଯାଇଛି। ଇଛୁକ ଆବେଦନକାରୀ ଆସନ୍ତା ୧୭ ଜୁଲାଇ ୨୦୨୦ କିମ୍ବା ତା’ପୂର୍ବରୁ ନିର୍ଦ୍ଦାରିତ କରାଯାଇଥିବା ସୂଚନା ମାଧ୍ଯମରେ ନିଯୁକ୍ତି ପାଇଁ ଆବେଦନ କରିପାରିବେ। ଏହି ପଦବୀରେ ନିଯୁକ୍ତି ପାଇଁ ସଂଧ୍ଯା ୬ ଟା ପୂର୍ବରୁ ଆବେଦନ ସ୍ବିକାର କରାଯିବ। 

ଜରୁରୀ ତାରିଖ:

ଅନଲାଇନ ଆବେଦନ କରିବାର ଆରମ୍ଭ ତାରିଖ: ୦୩ ଜୁଲାଇ ୨୦୨୦

ଅନଲାଇନ୍ ଆବେଦନ କରିବାର ଶେଷ ତାରିଖ: ୧୭ ଜୁଲାଇ ୨୦୨୦

ONGC-ପଦବୀ ବିବରଣୀ:

କଣ୍ଟ୍ରାକ୍ଟ ଚିକିତ୍ସା ଅଧିକାରୀ-ଉତ୍ପାତକାଳୀନ ଡ୍ଯୁଟି(EMO): ୦୮ ପଦ

କଣ୍ଟ୍ରାକ୍ଟ ଚିକିତ୍ସା ଅଧିକାରୀ-ଜେନେରାଲ ଡ୍ଯୁଟି(GDMO): ୦୪ ପଦ

କଣ୍ଟ୍ରାକ୍ଟ ଚିକିତ୍ସା ଅଧିକାରୀ-ବ୍ଯବସାୟିକ ସ୍ବାସ୍ଥ୍ଯ(OH): ୦୧ ପଦ

କଣ୍ଟ୍ରାକ୍ଟ ଚିକିତ୍ସା ଅଧିକାରୀ-ଚିକିତ୍ସକ: ୦୨ ପଦ

କଣ୍ଟ୍ରାକ୍ଟ ଚିକିତ୍ସା ଅଧିକାରୀ-ରେଡିୟୋଲଜି: ୦୧ ପଦ

କଣ୍ଟ୍ରାକ୍ଟ ଚିକିତ୍ସା ଅଧିକାରୀ-ସର୍ଜରୀ: ୦୧ ପଦ

job applyଆବେଦନ ପ୍ରକ୍ରିୟା:

ଇଛୁକ ଆବେଦନକାରୀ ଆସନ୍ତା ୧୭ ଜୁଲାଇ ୨୦୨୦ କିମ୍ବା ଏହା ପୂର୍ବରୁ ନିର୍ଧାରିତ ସୂଚନା ଅନୁଯାୟୀ ତୈଳ ଏବଂ ପ୍ରାକୃତିକ ଗ୍ଯାସ ନିଗମ ଲିମିଟେଡ (ONGC) ଆବେଦନ କରିପାରିବେ। ଆବେଦନକାରୀଙ୍କୁ ଅନଲାଇନ୍ ଆବେଦନ ୱେସାଇଟରେ ପୂର୍ବ-ପଞ୍ଜିକରଣ ପାଇଁ ଅଧିକାରୀକ ୱେବସାଇଟ www.ongcindia.com ଜରିଆରେ ଆବେଦନ କରିପାରିବେ। ସୂଚନା ମୁତାବକ ଆସନ୍ତା ୦୩ ଜୁଲାଇ ୨୦୨୦ରୁ ୧୭ ଜୁଲାଇ ୨୦୨୦ ପର୍ଯ୍ଯନ୍ତ ଖୋଲା ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.