Below header

ଆକାଉଣ୍ଟ କୁ ଆସିଲା ୧୫ତମ କିସ୍ତି, ଏପରି ଚେକ କରନ୍ତୁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିସାନ ସମ୍ମାନ ନିଧି ଯୋଜନାର ୧୫ ତମ କିସ୍ତି ରିଲିଜ କରିବା ନେଇ କହିଛନ୍ତି ।୧୫ ତମ କିସ୍ତି DBT ମାଧ୍ୟମରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୫ ତମ କିସ୍ତିର ଉପହାର ଦେଇଛନ୍ତି । ଆଜି ୮ କୋଟିରୁ ଅଧିକ ଯୋଗ୍ୟ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୫ ତମ କିସ୍ତି ପଠାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିସାନ ସମ୍ମାନ ନିଧି ଯୋଜନାର ୧୫ ତମ କିସ୍ତି ରିଲିଜ କରିବା ନେଇ କହିଛନ୍ତି ।୧୫ ତମ କିସ୍ତି DBT ମାଧ୍ୟମରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ କରାଯାଇଛି।

ଏଥପାଇଁ ଚାଷୀ ଭାଇଙ୍କୁ ସେମାନଙ୍କ ପାସବୁକ୍ ଅପଡେଟ କରିବା ପାଇଁ କୁହାଯାଇଛି … ଏମିତିରେ ସେମାନେ ଜାଣିପାରିବେ ସେମାଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ୧୫ ତମ କିସ୍ତି ଟଙ୍କା ଯାଇଛି କି ନାହିଁ । କିସ୍ତି ଟ୍ରାନ୍ସଫର ହେବା ପରେ ଯଦି ଆପଣଙ୍କର ମୋବାଇଲ୍ ନମ୍ବରରେ କୌଣସି ମେସେଜ ଆସି ନାହିଁ । ତେବେ ଆପଣ ନିକଟସ୍ଥ ଏଟିଏମ୍ ମେସିନ୍ କୁ ଯାଇ ଏକ ମିନି ଷ୍ଟେଟମେଣ୍ଟ ବାହାର କରି ଏହା ବିଷୟରେ ଜାଣିପାରିବେ।

ଯଦି ଆପଣ ଏହି ଯୋଜନା ଅଧୀନରେ ନାହାନ୍ତି, ତେବେ ଆପଣ ତୁରନ୍ତ ନିଜ ନିକଟତମ କୃଷି କାର୍ଯ୍ୟାଳୟକୁ ଯାଇ ଏହି କାମକୁ ଯଥାଶୀଘ୍ର କରିବା ଉଚିତ୍। ଆପଣ ଏହାକୁ ଅନଲାଇନ ମାଧ୍ୟମରେ ବି କରିପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.