ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(PNB)ରେ ନିଯୁକ୍ତି, ଜଲଦି କରନ୍ତୁ ଆବେଦନ

ବ୍ୟାଙ୍କ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଖାଲିପଡିଛି ଚିଫ୍ ରିସ୍କ ଅଫିସର। ଯାହା ପାଇଁ ବ୍ୟାଙ୍କ ପକ୍ଷରୁ ଆବେଦନପତ୍ର ଗ୍ରହଣ କରାଯାଉଛି। ଯେଉଁମାନେ ଏହି ପଦବୀରେ ଆବେଦନ କରିବାକୁ ଚାହୁଁଚନ୍ତି, ସେମାନେ ପିଏନବି ବ୍ୟାଙ୍କ ର ଅଧିକାରକ େଓ୍ଵବସାଇଟ pnbindia.in କୁ ଯାଇ ଆବେଦନ କରିପାରିବେ।
ପଦବୀ ବିବରଣୀ: ୬
ଚିଫ୍ ରିସ୍କ ଅଫିସର: ୧
ଚିଫ୍ କମ୍ପ୍ଲେଏନ୍ସ ଅଫିସର: ୧
ଚିଫ୍ ଫାଇନ୍ସସିଆଲ ଅଫିସର: ୧
ଚିଫ୍ ଟେକ୍ନିକାଲ ଅଫିସର: ୧
ଚିଫ୍ ଇନଫରମେସନ ସିକ୍ୟୁରିଟି ଅଫିସର: ୧
ଚିଫ୍ ଡିଜିଟାଲ ଅଫିସର: ୧
ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ୧୦ ଜାନୁଆରୀ ୨୦୨୨ ରହିଛି।
ଶିକ୍ଷାଗତ ଯୋଗ୍ୟତା: ଖାଲିପଡିଥିବା ବିଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ନିର୍ଦ୍ଧାରଣ କରାଯାଇଛି। ଅଧିକ ଜାଣିବା ପାଇଁ ନୋଟିଫିକେସନ ଚେକ୍ କରିପାରିବେ।
ଆବେଦନ ପ୍ରକ୍ରିୟା: ଆବେଦନ କରୁଥିବା ପ୍ରାର୍ଥୀଙ୍କ ପାଖରେ ଜନ୍ମ ପ୍ରମାଣପତ୍ର, ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର/ମାର୍କସିଟ୍, ଅଭିଜ୍ଞତା ସାର୍ଟିଫିକେଟ୍, CV ଦେବାକୁ ହେବ।
କେମିତି ହେବ ଚୟନ:
ଚୟନ ପ୍ରକ୍ରିୟା ସ୍କ୍ରିନିଂ ସହିତ ଯୋଗ୍ୟତା, ଅଭିଜ୍ଞତା, ମାନଦଣ୍ଡ ହିସାବରେ ସର୍ଟଲିଷ୍ଟ କରାଯାଇଛି। ପ୍ରାରମ୍ଭିକ ଯାଞ୍ଚ ପରେ ସମସ୍ତ ଦସ୍ତାବିଜକୁ ଭଲଭାବେ ନିରୀକ୍ଷା କରିବା ପରେ ବ୍ୟକ୍ତିଗତ ସାକ୍ଷାତକାର ପରେ ନିଯୁକ୍ତ ହେବେ।
ଦସ୍ତାବିଜ ପଠାଇବାର ଠିକଣା:
To The General Manager-HRMD Punjab National Bank, Human Resource Division, 1st Floor, West Wing, Corporate Office Sector-10, Dwarka, New Delhi – 110075
ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ: