Below header

ପିପିପି ମୋଡରେ ରେଲେଓ୍ଵର ହେବ ବିକାଶ,୧୦୦ ଗତିଶକ୍ତି କାର୍ଗୋ ଟର୍ମିନାଲ ନିର୍ମାଣ ହେବ: ରେଳମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ): ବଜେଟ୍‌ରେ ରେଳ ମନ୍ତ୍ରାଳୟ ପାଇଁ ୧ ଲକ୍ଷ ୩୭ ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ବନ୍ଦେ ଭାରତ ଟ୍ରେନ ଦେଶରେ ନେଟଓ୍ଵର୍କ ସୁଦୃଢ଼ କରିବ । ୩ ବର୍ଷରେ ୪୦୦ ବନ୍ଦେ ଭାରତ ଟ୍ରେନ ଚଳାଚଳ ପାଇଁ ଲକ୍ଷ୍ୟ ରଖାଯାଇଛି ।

ପିପିପି ମୋଡରେ ରେଲେଓ୍ଵର ବିକାଶ କରାଯିବ । ଟ୍ରେନରେ ଯାତ୍ରୀଙ୍କ ପାଇଁ ସମସ୍ତ ବୈଷୟିକ ସୁବିଧା ମିଳିବ । ୧୦୦ ଗତିଶକ୍ତି କାର୍ଗୋ ଟର୍ମିନାଲ ନିର୍ମାଣ ହେବ । ଦେଶରେ ମାର୍ଚ୍ଚ ସୁଦ୍ଧା 5G ପାଇଁ ନିଲାମ ଡକାଯିବ ବୋଲି ପ୍ରେସମିଟରେ ସୂଚନା ଦେଇଛନ୍ତି ରେଳ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.