SBIରେ ପୁଣି ହେବ ୫୭୯ ପଦରେ ଭର୍ତ୍ତି, ଇଣ୍ଟର୍ଭ୍ୟୁ ଦେଇ ପାଆନ୍ତୁ ୮୦ ଲକ୍ଷ ପ୍ୟାକେଜ୍

ଭାରତୀୟ ଷ୍ଟେଟ ବ୍ୟାଙ୍କରେ ହେଡ୍, ରିଲେସନସିପ୍ ମ୍ୟାନେଜର ଏବଂ ଅନ୍ୟ ପଦରେ ଭର୍ତ୍ତୀ କରାଯାଉଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ମୋଟ୍ ୫୭୯ ପଦ ପାଇଁ ଆବେଦନ ବାହାରିଛି। ଆଶାୟୀଙ୍କ ଚୟନ ଶର୍ଟଲିଷ୍ଟିଂ ଏବଂ ଇଣ୍ଟର୍ଭ୍ୟୁ ଆଧାରରେ କରାଯିବ। ଏଥିପାଇଁ ଶେଷ ତାରିଖ ହେଉଛି ଜୁନ ୧୨, ୨୦୧୯ ନିର୍ଦ୍ଧାରିତ କରାଯାଇଛି।

ପଦର ନାମ ଓ ପଦ ସଂଖ୍ୟା

ହେଡ୍ – ୦୧

କେନ୍ଦ୍ରୀୟ ଅନୁସନ୍ଧାନ – ୦୧

ରିଲେସନସିପ ମ୍ୟାନେଜର (ଇ-ୱେଲଥ୍) ସମ୍ବନ୍ଧ ପ୍ରବନ୍ଧକ (ଏନଆରଆଇ) ରିଲେସନସିପ୍ ମ୍ୟାନେଜର (ଟିମ ଲିଡର) – ୪୮୬

ରିଲେସନନସିପ୍ ମ୍ୟାନେଜର – ୨୦

ଗ୍ରାହକ ସମ୍ବଦ୍ଧୀୟ କାର୍ଯ୍ୟକାରୀ – ୬୬

ଆଞ୍ଚଳିକ ପ୍ରମୁଖ ବିକ୍ରୀ – ୦୧

କେନ୍ଦ୍ରୀୟ ଅପରେସନ ଟିମ ସପୋର୍ଟ – ୦୩

ଅନୁପାଳନ ଅଧିକରୀ – ୦୧

ମୋଟ୍ – ୫୭୯

bankଆବେଦନ ଶୁଳ୍କ

-ଜେନେରାଲ , ଇଡବ୍ଲ୍ୟୁଏସ ଏବଂ ଓବିସି – ୭୫୦

-ଏସସି, ଏସଟି – ୧୨୫

ଆବେଦନ ଶୁଳ୍କ ପାଇଁ ଏମିତି କରନ୍ତୁ ଆବେଦନ

ଡେବିଟ୍ କାର୍ଡ, କ୍ରେଡିଟ କାର୍ଡ ଏବଂ ଇଣ୍ଟରନେଟ ବ୍ୟାଙ୍କିଂ ମାଧ୍ୟମରେ ପରୀକ୍ଷାର ପେମେଣ୍ଟ ଭରନ୍ତୁ।

ମହତ୍ତ୍ବପୂର୍ଣ୍ଣ ତାରିଖ

-ଅନଲାଇନ ଆବେଦନ ଜମା କରିବାର ତାରିଖ – ୨୩ ମେ ୨୦୧୯

-ଅନଲାଇନ ଆବେଦନ ଜମା କରିବାର ଅନ୍ତିମ ତାରିଖ – ୧୨ ଜୁନ ୨୦୧୯

ଏମିତି କରନ୍ତୁ ଆବେଦନ

ପରିକ୍ଷାର୍ଥୀ ୱେବସାଇଟ https://www.sbi.co.in ମାଧ୍ୟମରେ ୨୩.୦୫.୨୦୧୯ ରୁ ୧୨.୦୬.୨୦୧୯ ପର୍ଯ୍ୟନ୍ତ ଅନଲାଇନ ଆବେଦନ କରିପାରିବେ।

ଚାକିରି ସ୍ଥାନ – ଭାରତର କୌଣସି ବି ରାଜ୍ୟରେ ଆପଣଙ୍କ ପୋଷ୍ଟିଂ ହୋଇପାରିବ।

ଚୟନ ପ୍ରକ୍ରୀୟା – ଚୟନ ଶର୍ଟଲିଷ୍ଟିଂ ଏବଂ ଇଣ୍ଟର୍ଭ୍ୟୁ ଆଧାରରେ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.