Below header

ଟିଭି ଚ୍ୟାନେଲ୍ ଚୟନ ନେଇ ବଢିଲା ଆହୁରି ସମୟ ସୀମା

ନୂଆଦିଲ୍ଲୀ : ଟିଭି ଚ୍ୟାନେଲ୍ ଚୟନ ନେଇ ଗ୍ରାହକଙ୍କୁ ଟ୍ରାଇ ଆହୁରି ଅଧିକ ସମୟ ପ୍ରଦାନ କରିଛି । ଯାହାଫଳରେ ମାର୍ଚ୍ଚ ୩୧ ତାରିଖ ପର‌୍ୟ୍ୟନ୍ତ ଗ୍ରାହକମାନେ ଚ୍ୟାନେଲ ଚୟନ କରିପାରିବେ । ପୂର୍ବରୁ ଏହି ସୀମା ଫେବୃଆରୀ ୧ ତାରିଖ ପର‌୍ୟ୍ୟନ୍ତ ବଢାଯାଇଥିଲା । ଟ୍ରାଇର ସୂଚନା ଅନୁଯାୟୀ ଦେଶରେ ଏବେ ୧୦୦ନିୟୁତ କେବୁଲ ଟିଭି ବ୍ୟବହାରକାରୀ ଏବଂ ୬୭ ନିୟୁତ ଡିଟିଏଚ୍ ବ୍ୟବହାରକାରୀ ରହିଛନ୍ତି। କିନ୍ତୁ କେବୁଲ ସେବା ଗ୍ରହଣ କରୁଥିବା ଗ୍ରାହକଙ୍କ ମଧ୍ୟରୁ ପ୍ରାୟ ୬୫ ପ୍ରତିଶତ ଏବଂ ଡିଟିଏଚ୍ ସେବା ଗ୍ରହଣ କରୁଥିବା ଗ୍ରାହକଙ୍କ ମଧ୍ୟରୁ ୩୫ପ୍ରତିଶତ ଗ୍ରାହକ ନୂଆ ବ୍ୟବସ୍ଥାକୁ ଗ୍ରହଣ କରିସାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.