VI ରେ ମାତ୍ର ୧୫୧ ଟଙ୍କାରେ ପାଆନ୍ତୁ ଡିଜନୀ ପ୍ଲସ ହଟଷ୍ଟାର ଫ୍ରି ସବସ୍କ୍ରିପସନ, ଏହାସହିତ ୮ ଜିବି ଡାଟା

ଭୋଡାଫୋନ ଆଇଡିଆ (VI) ୟୁଜର୍ସଙ୍କ ପାଇଁ ଦମଦାର ଅଫର। କମ୍ପାନୀ ଏବେ ଶସ୍ତା ପ୍ରିପେଡ ପ୍ଲାନ ଲଞ୍ଚ କରିଛି। ଏହି ପ୍ଲାନର ଦାମ୍‌ ୧୫୧ ଟଙ୍କା ରଖାଯାଇଛି। ୟୁଜର୍ସ ଏହି ପ୍ଲାନରେ ୩ ମାସର ଡିଜନୀ ପ୍ଲସ ସବସ୍କ୍ରିପସନର ଫାଇଦା ମଧ୍ୟ ଉଠାଇପାରିବେ। ଏହି ପ୍ଲାନରେ ଅନଲିମିଟେଡ୍‌ ଫାଇଦା ସହିତ ଆସୁଛି। ଏହି ପ୍ଲାନରେ ଗ୍ରାହକଙ୍କୁ ୩୦ ଦିନର ଭାଲିଡିଟି ମିଳିବ। ଯେଉଁଥିରେ ୮ ଜିବିର ଡାଟା ରହିଛି।

Vi ର ଅଫିସିଆଲ େଓ୍ଵବସାଇଟ୍‌ ମୁତାବକ, ଏହି ପ୍ଳାନରେ ୟୁଜର୍ସଙ୍କୁ ୩ ମାସର ଫ୍ରି ଡିଜନୀ ପ୍ଲସ ହଟଷ୍ଟାର ଫାଇଦା ମଧ୍ୟ ମିଳିବ।

ଏହା ଏକ ଡାଟା ବୁଷ୍ଟର ପ୍ୟାକ୍‌। ୟୁଜର୍ସଙ୍କ ପାଖରେ ପୂର୍ବରୁ ଅନଲିମିଡେଟ୍‌ ପ୍ୟାକ୍‌ ସବସ୍କ୍ରିପସନ ଥିଲେ ଏହାର ଫାଇଦା ନେଇପାରିବେ। ଏହା ପାଇଁ କୌଣସି ସର୍ଭିସ ଭ୍ୟାଲିଡିଟି ମିଳିବ ନାହିଁ।

ଯଦି ଆପଣ ଏପରି କୌଣସି ପ୍ଲାନ ଖୋଜୁଛନ୍ତି, ଯେଉଁଥିରେ ଡିଜନୀ ପ୍ଲସ ହଟଷ୍ଟାର ଫାଇଦା ମିଳିବ। ତେବେ ଭୋଡାଫୋନ ର ୧୫୧ ଟଙ୍କିଆ ପ୍ଲାନ କମ୍‌ ସମୟରେ ୩ ମାସ ପାଇଁ ଭଲ ଫାଇଦା ଦେବ।

ଏହାଛଡା ଭୋଡାଫୋନର ୨୦୦ ଟଙ୍କିଆ ଠାରୁ କମ୍‌ ଦାମ୍‌ ୧୧୮ ଟଙ୍କିଆ ପ୍ଲାନ ଆଣିଛି। ଏହି ଡାଟା ବେସଡ ପ୍ଲାନ, ଯାହାକୁ ଗ୍ରାହକଙ୍କ ପାଇଁ ୨୮ ଦିନ ପର୍ଯ୍ୟନ୍ତ ୧୨ ଜିବି ଡାଟା ଦେଉଛି। ଏହାଛଡାVi ମୁଭିଜ୍‌ ଏବଂ ଟିଭି ଛଡା ଅନେକ ଆଡିସନାଲ ଫାଇଦା ମଧ୍ୟ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.