Below header
Browsing Category

ଲାଇଫ୍ ଷ୍ଟାଇଲ୍

ବର୍ଷା ଦିନେ କପଡାରୁ ଦୁଗର୍ନ୍ଧ ଦୂର କରିବା ପାଇଁ ଆପଣାନ୍ତୁ ଏହି ଟିପ୍ସ

ବର୍ଷା ଦିନେ ଭଲ ଖରା ନ ହେଲେ ଲୁଗାପଟା ଭଲଭାବେ ଶୁଖି ପାରେ ନାହିଁ। ବର୍ଷା ଲାଗି ରହିଲେ ପ୍ରାୟ ସମସ୍ତେ ଘର ଭିତରେ ଲୁଗାପଟା ଶୁଖାଇ ଥାନ୍ତି। ତେବେ ଫ୍ୟାନ୍‌ ଦେଲେ ବି ବାୟୁମଣ୍ଡଳରେ ଅଧିକ ଆର୍ଦ୍ରତା ଯୋଗୁ ଲୁଗାପଟା ଏତେ ଶୀଘ୍ର ଶୁଖେ ନାହିଁ। ଆଉ ଅଧିକ ସମୟ ଧରି ଓଦା ରହିବା ଯୋଗୁ ସେଥିରୁ ଏକ…

ରବିବାର ସୋରିଷରେ କରନ୍ତୁ ଏହି କାମ, ହୋଇଯିବ ସବୁ ସମସ୍ୟାର ଅନ୍ତ

ଜ୍ୟୋତିଷ ଶାସ୍ତ୍ରରେ ସୋରିଷର ମହତ୍ତ୍ୱ ବେଶ ରହିଛି। ଏହାର ପ୍ରୟୋଗ କରିବା ଦ୍ୱାରା ବ୍ୟକ୍ତିର ଆର୍ଥିକ ସମସ୍ୟା ଦୂର ହୋଇଯାଏ। ଏହାସହିତ ଜୀବନରେ ଆସିବାକୁ ଥିବା ଅସୁବିଧାରୁ ମୁକ୍ତି ମଧ୍ୟ ମିଳିବ। ଯଦି ରବିବାର ଦିନ ଖାସ ଉପାୟ ଦ୍ୱାରା ଆପଣଙ୍କୁ ଦୁଇଗୁଣା ଲାଭ ମିଳିବ। -ଜ୍ୟୋତିଷ…

କାହିଁକି ବାରମ୍ବାର କୁଣ୍ଡେଇ ହୋଇଥାଏ ଶରୀର, ଜାଣନ୍ତୁ ଏହାର ବୈଜ୍ଞାନିକ କାରଣ

ଶରୀରରେ କୁଣ୍ଡେଇ ହେବାର ସଂକେତ ହାଡ ହିଁ ମସ୍ତିଷ୍କ ପର୍ଯ୍ୟନ୍ତ ପହଞ୍ଚାଇଥାଏ। ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ‘ଜର୍ନଲ ଅଫ୍ ଦ ମେକାନିକାଲ ବିହେଭିୟର ଅଫ୍ ବାୟୋମେଡିକାଲ ମାଟେରିୟଲ୍ସ’ ରେ ପ୍ରକାଶିତ ହୋଇଥିବା ପତ୍ରରେ କୁଣ୍ଡେଇ ହେବାର କାରଣ ଜାଣିବା ବିଷୟରେ ଉଲ୍ଲେଖ କରାଯାଇଛି ଏବଂ ଏହାର…

ଆପଣ ଆଜ୍‌ମା ରୋଗରେ ପୀଡିତ କି ? ପିଅନ୍ତୁ ଭେଣ୍ଡି ପାଣି, ମିଳିବ ଅନେକ ଫାଇଦା

ଛୋଟ ବେଳୁ ଆମ୍ଭେମାନେ ପଢିଛେ ଭେଣ୍ଡି ଗୋଟିଏ ଭଲ ପରିବା। ଏହା ପ୍ରକୃତରେ ଶରୀର ପାଇଁ ବେଶ୍‌ ଲାଭକାରୀ। ଭେଣ୍ଡିରେ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ଖାଦ୍ୟ କରି ଖାଇବାକୁ ଲୋକେ ପସନ୍ଦ କରିଥାନ୍ତି। କିନ୍ତୁ ଆୟୁବେର୍ଦ ବିଜ୍ଞାନରେ ଭେଣ୍ଡି ନୁହେଁ ଭେଣ୍ଡି ପାଣି ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବେଶ…

ଗଣେଶ ଚତୁର୍ଥୀରେ ଏମିତି ସଜାନ୍ତୁ ପୂଜାଥାଳି, ନିଶ୍ଚୟ ପ୍ରସନ୍ନ ହେବେ ଗଜାନନ

ଆଗକୁ ଆସୁଛି ଗଣେଶ ଚତୁର୍ଥୀ। ଭଗବାନ ଗଣେଶଙ୍କ ପ୍ରିୟ ଭକ୍ତମାନେ ଏହି ଦିନ ପାଇଁ ଅତି ଉତ୍ସାହର ସହ ଅପେକ୍ଷା କରି ରହିଥାନ୍ତି। ଚଳିତ ବର୍ଷ ଗଣେଶ ଉତ୍ସବ ୨ ରୁ ୧୨ ସେପ୍ଟେମ୍ବର ପର୍ଯ୍ୟନ୍ତ ପାଳନ କରାଯାଇପାରିବ। ବିଶେଷ ରୂପେ ଘରେ ଗଣେଶଙ୍କ ପୂଜା କରୁଥବା ଲୋକମାନେ ଅନେକ କଥାରେ ଧ୍ୟାନରେ ରଖିବା…

କଣ ଆପଣ ଅଧିକ ସମୟ ଧରି ଇଅରଫୋନର ବ୍ୟବହାର କରୁଛନ୍ତି କି ? ତାହେଲେ ଜାଣି ନିଅନ୍ତୁ ତାର ପ୍ରଭାବ

ସାଧାରଣତଃ ଆମେ ସଂଗୀତ ଶୁଣିବା ପାଇଁ ନଚେତ କଥା ହେବା ପାଇଁ ଇଅରଫୋନର ବ୍ୟବହାର କରିଥାଉ । କିନ୍ତୁ କଣ ଆପଣ ଜାଣିଛନ୍ତି କି ଇଅରଫୋନ ଲଗାଇ ଶୋଇବା ଆପଣଙ୍କ ପାଇଁ କେଉଁ ବିପଦର କାରଣ ହୋଇପାରେ ? କଣ ଆପଣ ଜାଣିଛନ୍ତି ଜୀବନରେ ବୃଦ୍ଧି ପାଉଥିବା ଟେକ୍ନୋଲୋଜିର ଭୂମିକା ନିଜ ସହିତ ଅନେକ ପ୍ରକାରର…

ପାଦର ଲକ୍ଷଣରୁ ହୋଇଯାଆନ୍ତୁ ସତର୍କ, ନହେଲେ ଆପଣ ମଧ୍ୟ ହୋଇପାରନ୍ତି ଏହିଭଳି ଭୟଙ୍କର ରୋଗରେ ପୀଡିତ

ରୋଗ ଅର୍ଥାତ ଅସୁସ୍ଥତା । ସାଧାରଣତଃ ମଣିଷ ଶରୀରର ବିକାଶରେ ବାଧା ସୃଷ୍ଟି ହେଲେ ଏହାକୁ ରୋଗ କୁହାଯାଏ । ରୋଗ ହେବା ଦ୍ୱାରା ଆମେ ଯନ୍ତ୍ରଣା, ଅବସାଦ ଏବଂ ଅନେକ ଗୁଡିଏ ସାମାଜିକ ଅସୁବିଧା ଦେଇ ଗତି କରିଥାଉ । ପ୍ରାୟତଃ ରୋଗ ହେବା ପୂର୍ବରୁ ଏହାର ଲକ୍ଷଣ ଗୁଡିକ ଆମ ଶରୀରରେ ଦେଖାଯାଇଥାଏ କିନ୍ତୁ…

ଜାଣନ୍ତୁ କୁଣ୍ଡଳୀରେ କେଉଁ ଗ୍ରହ ଖରାପ ହୋଇଥାଏ କେଉଁ କେଉଁ ରୋଗ ହୋଇଥାଏ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଦେଖାଯାଉଥିଶ ଶୁଭ ଏବଂ ଅଶୁଭ ଘଟଣା ସବୁ ୯ଟି ଗ୍ରହ ସହ ଯୋଡି ହୋଇ ରହିଥାଏ। ଜାତକରେ ଯଦି କୌଣସି ଗ୍ରହ ଶୁଭ ଫଳ ଦେଇଥାଏ ତେବେ ସେହି ବ୍ୟକ୍ତିଙ୍କର ପ୍ରତ୍ୟେକ କାମରେ ସଫଳତା ମିଳିଥାଏ। ସେହିପରି ଯଦି ବ୍ୟକ୍ତିଙ୍କ କୁଣ୍ଡଳୀରେ ଯଦି…

ସକାଳୁ ଉଠି ବାସି ମୁଁହରେ କରନ୍ତୁ ଏହି ସହଜ କାମ, ଦାନ୍ତ ସଫା ଏବଂ ମଜବୁତ ରହିବା ସହ ହେବ ମୁଁହର ଦୁର୍ଗନ୍ଧ ଦୂର

ଆମ ଶରୀରର ସୁନ୍ଦରତା ଏବଂ ଏକ ସୁନ୍ଦର ବ୍ୟକ୍ତିତ୍ବ ପାଇଁ ଆମର ଦାନ୍ତ ସଫା ରହିବ ନିହାତି ଜରୁରୀ ଅଟେ । ଦାନ୍ତ ଖରାପ ଏବଂ ହଳଦିଆ ହେବା ଦ୍ୱାରା ମଣିଷର ସୁନ୍ଦରତା କମିଯାଇଥାଏ ଏବଂ ଏହିଭଳି ବ୍ୟକ୍ତି ମନ ଖୋଲି ହସି ପାରନ୍ତି ନାହିଁ । ବହୁତ ସମୟରେ ଏହି କାରଣ ଯୋଗୁଁ ଅନ୍ୟ ଆଗେ ଲଜ୍ଜ୍ୟା ଅନୁଭବ…

ଓଜନ କମାଇବ ଲହୁଣୀ, ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ

ଆଜିର ଆଧୁନିକ ଯୁଗରେ ପ୍ରାୟ ଲୋକ କାମରେ ବ୍ୟସ୍ତ ରହି ଖାଦ୍ୟପେୟ ଉପରେ ଧ୍ୟାନ ଦେଉନାହାନ୍ତି। ଫଳରେ ଖୁବ୍‌ କମ୍‌ ବୟସରୁ ମେଦ ବହୁଳତାର ଶିକାର ହେଉଛନ୍ତି। ତେବେ ମୋଟାପଣ ଯୋଗୁ ଲୋକମାନେ ଖାଇବା ପିଇବା ମଧ୍ୟ କମାଇ ଦେଉଥିବା ଦେଖିବାକୁ ମିଳୁଛି। ମୋଟା ଲୋକମାନେ ମୁଖ୍ୟତଃ ତେଲ, ଘିଅ ଆଦି ଖାଇବା…

ମାଂସପେଶୀ ଜ୍ୱର କ’ଣ ଜାଣନ୍ତି କି? କିପରି କରିବେ ଏହାର ଉପଚାର

ଶରୀରରେ ହେଉଥିବା ମାଂସପେଶୀ ଜନିତ ଯନ୍ତ୍ରଣାକୁ ମାଂସପେଶୀ ଜ୍ୱର ବା ମସଲ ଫିଭର ବୋଲି କୁହାଯାଏ। ଏହାର ପ୍ରଭାବ ଆପଣଙ୍କ ଦୈନନ୍ଦିନ କାର୍ଯ୍ୟ ଉପରେ ପଡିଥାଏ। ଅଧିକ ଓ୍ଵାର୍କଆଉଟ କରିବା, ଚାଲିବା ଏବଂ ଅଧିକ ଓଜନ ଜିନିଷ ଉଠାଇବା ଦ୍ୱାରା ମାଂସପେଶୀରେ ଚାପ ପଡିଥାଏ। ଫଳରେ ଅଧିକ ଯନ୍ତ୍ରଣା…

ଡାଇବେଟିଜକୁ ନେଇ ଚିନ୍ତିତ କି ? ଖାଆନ୍ତୁ ବେସନ ରୁଟି, ମିଳିବ ଅନେକ ଫାଇଦା

ଆଜିକାଲି ଅଧିକାଂଶ ଲୋକ ମଧୁମେହ ବା ଡାଇବେଟିଜ ଏବଂ ବ୍ଲଡପ୍ରେସରକୁ ନେଇ ବେଶ ଚିନ୍ତିତ। ଏଥିରୁ ରକ୍ଷା ପାଇବା ପାଇଁ ବେସନରେ ପ୍ରସ୍ତୁତ ରୁଟି ଖାଇବା ଶରୀର ପାଇଁ ବେଶ ଫାଇଦା ଦେଇଥାଏ। ଏଥିରେ ଥିବା ପ୍ରୋଟିନ ମାଂସପେଶୀକୁ ଶକ୍ତ କରିବାରେ ସହାୟକ ହୋଇଥାଏ। ଏହା ସହିତ ଗ୍ଲୁକୋଜ ସ୍ତର ମଧ୍ୟ…