କେରଳରୁ ଓଡ଼ିଶା ଫେରୁଛନ୍ତି ୧୧୪୦ ଜଣ ଓଡ଼ିଆ ଶ୍ରମିକ

ଭୁବନେଶ୍ବର: କେରଳରୁ ଫେରୁଛନ୍ତି ଓଡ଼ିଆ ଶ୍ରମିକ । ୧୧୪୦ ଜଣ ଓଡ଼ିଆ ଶ୍ରମିକ ଏର୍ଣ୍ଣାକୁଲମର ଆଲୁଭୁ ଷ୍ଟେସନରୁ ଓଡ଼ିଶା ଅଭିମୂଖେ ବାହାରିଛନ୍ତି । ସେମାନଙ୍କ ମଧ୍ୟରେ କନ୍ଧମାଳ ଜିଲ୍ଲାର ୩୫୦ ଶମ୍ରିକ ଅଛନ୍ତି । ଶ୍ରମିକ ସ୍ପେଶାଲ ଟ୍ରେନରେ ସେମାନଙ୍କୁ ଓଡ଼ିଶା ଫେରାଇ ଅଣାଯାଉଛି । ସେମାନେ ଟ୍ରେନ ଯାତ୍ରା କରିବା ପୂର୍ବରୁ ଏର୍ଣ୍ଣାକୁଲମ ପୋଲିସ ପକ୍ଷରୁ ଷ୍ଟେସନରେ ଶୁଖିଲା ଖାଦ୍ୟ ପୁଡ଼ିଆ ବଣ୍ଟନ କରାଯାଇଥିଲା । ତେବେ ଶ୍ରମିକମାନେ ଓଡ଼ିଶା ଫେରିବା ପରେ ସେମାନଙ୍କୁ ୧୪ ଦିନି ପାଇଁ ସ୍ୱତନ୍ତ୍ର ସଙ୍ଗରୋଧ ଗୃହରେ ରଖାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.