Below header
Browsing Tag

odia workers

ଉତ୍ତରକାଶୀ ଟନେଲ ଟ୍ରାଜେଡି: ୫ ଓଡ଼ିଆ ଶ୍ରମିକଙ୍କୁ ଭେଟିବାକୁ ଯିବେ ସେମାନଙ୍କ ପରିବାର

ଭୁବନେଶ୍ବର (କେନ୍ୟୁଜ): ଉତ୍ତରକାଶୀ ଟନେଲରେ ଫସିଥିବା ୫ ଓଡ଼ିଆ ଶ୍ରମିକଙ୍କୁ ଭେଟିବାକୁ ଯିବେ ସେମାନଙ୍କ ପରିବାର। ଆଜି ସକାଳ ୯ଟା ୪୫ ମିନିଟରେ ଭୁବନେଶ୍ବର ବିମାନ ବନ୍ଦରରୁ ଉତ୍ତରାଖଣ୍ଡ ଯିବେ ୩ ଓଡ଼ିଆଙ୍କ ସମେତ ଦୁଇ ଜଣ ଲେବର ଅଫିସର । ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ବ୍ୟବସ୍ଥା…

ଆଜି ଭୋରରୁ ଗୋଟିଏ ଟ୍ରେନରେ‌ ଏର୍ଣ୍ଣାକୁଲମରୁ ଆସି ପହଞ୍ଚି ସାରିଛନ୍ତି ୧୧୬୧ ଜଣ ଓଡ଼ିଆ, ଆହୁରୀ ୫ଟି ଟ୍ରେନ୍‌ରେ କେରଳ ଓ…

ଭୁବନେଶ୍ବର: ଆଜି ୫ଟି ଟ୍ରେନ୍‌ରେ କେରଳ ଓ ସୁରତରୁ ଓଡ଼ିଶା ଫେରିବେ ପ୍ରବାସୀ । ସେଥିରୁ ୪ଟି ଟ୍ରେନ୍‌ ବ୍ରହ୍ମପୁର ଅଭିମୁଖେ ଆସିବ । ଏର୍ଣ୍ଣାକୁଲମରୁ ଗୋଟିଏ ଟ୍ରେନ୍‌ ଆଜି ଭୋର ୫ଟା ୨୫ ମିନିଟ ସମୟରେ ପହଞ୍ଚି ସାରିଛି । ଏଥିରେ ୧୧୬୧ ଜଣ ଓଡ଼ିଆ ଆସିଛନ୍ତି । କେବଳ ଗଞ୍ଜାମରୁ ୬୨୪ ଜଣ ଅଛନ୍ତି ।…

କେରଳରୁ ଓଡ଼ିଶା ଫେରୁଛନ୍ତି ୧୧୪୦ ଜଣ ଓଡ଼ିଆ ଶ୍ରମିକ

ଭୁବନେଶ୍ବର: କେରଳରୁ ଫେରୁଛନ୍ତି ଓଡ଼ିଆ ଶ୍ରମିକ । ୧୧୪୦ ଜଣ ଓଡ଼ିଆ ଶ୍ରମିକ ଏର୍ଣ୍ଣାକୁଲମର ଆଲୁଭୁ ଷ୍ଟେସନରୁ ଓଡ଼ିଶା ଅଭିମୂଖେ ବାହାରିଛନ୍ତି । ସେମାନଙ୍କ ମଧ୍ୟରେ କନ୍ଧମାଳ ଜିଲ୍ଲାର ୩୫୦ ଶମ୍ରିକ ଅଛନ୍ତି । ଶ୍ରମିକ ସ୍ପେଶାଲ ଟ୍ରେନରେ ସେମାନଙ୍କୁ ଓଡ଼ିଶା ଫେରାଇ ଅଣାଯାଉଛି । ସେମାନେ ଟ୍ରେନ…