ଆଜି ରାଜ୍ୟରେ ପୁଣି ୨୩୪ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ପୁଣି ଗୋଟିଏ ଦିନରେ ୨୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।  ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୩୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ନୂଆପଡ଼ା ଜିଲ୍ଲାରୁ ସର୍ବାଧିକ ୩୩ ଆକ୍ରାନ୍ତ ଚିହ୍ନଟ  ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ  ୩୨,ଅନୁଗୁଳରୁ ୩, ବାଲେଶ୍ବରରୁ ୩,ବରଗଡରୁ ୨୪, ଭଦ୍ରକରୁ ୮, ବଲାଙ୍ଗିରରୁ ୧୫ ।

ସେହିପରି ରାୟଗଡରୁ ୨, ପୁରୀରୁ ୬, ନୟାଗଡ ୧, ମୟୁରଭଞ୍ଜରୁ ୫, କେନ୍ଦୁଝରରୁ ୧, କେନ୍ଦ୍ରାପଡାରୁ ୪, କଳାହାଣ୍ଡିରୁ ୧୭, ଝାରସୁଗୁଡାରୁ ୪, ଯାଜପୁରରୁ ୪, ଜଗସିଂପୁରରୁ ୬, ଗଞ୍ଜାମ ୨, ଢେଙ୍କାନାଳରୁ ୧, ଦେଓଗଡରୁ ୧, କଟକରୁ ୨୯, ସମ୍ବଲପୁରରୁ ୧୧, ସୁନ୍ଦରଗଡରୁ ୧୫ ଏବଂ ଷ୍ଟେଟ ପୁଲ୍ ରୁ ୭ ଜଣ ଚିହ୍ନଟ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.