ଭୁବନେଶ୍ବର: ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୬କୁ ବୃଦ୍ଧି ପାଇଛି। ଏବେ ସୁଦ୍ଧା ୨୭ ଜିଲ୍ଲାକୁ ବ୍ୟାପି ସାରିଛି କରୋନା ସଂକ୍ରମଣ। ତେବେ ଆଉ ମାତ୍ର ବାକି ରହିଲା ୩ଟି ଜିଲ୍ଲା। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆସନ୍ତୁ ଜାଣିବା ଏବେ ସୁଦ୍ଧା କେଉଁ ଜିଲ୍ଲାରେ ରହିଛନ୍ତି କେତେ ଜଣ ଆକ୍ରାନ୍ତ ।
ଗଞ୍ଜାମ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ : ୩୪୮
ଯାଜପୁର ଜିଲ୍ଲାରେ ଦ୍ୱିତୀୟ ସର୍ବାଧିକ – ୨୩୯
ବାଲେଶ୍ୱର ଜିଲ୍ଲାରେ -୧୨୮
ଭଦ୍ରକ ଜିଲ୍ଲାରେ -୯୮
ପୁରୀ ଜିଲ୍ଲାରେ -୮୧
ଖୋର୍ଦ୍ଧା ଜିଲ୍ଲାରେ -୭୭
କଟକ ଜିଲ୍ଲାରେ -୫୯
ନୟାଗଡ଼ ଜିଲ୍ଲାରେ – ୪୫
କେନ୍ଦ୍ରାପଡ଼ା ଜିଲ୍ଲାରେ -୪୦
ସୁନ୍ଦରଗଡ଼ ଜିଲ୍ଲାରେ – ୩୭
ବୌଦ୍ଧ ଜିଲ୍ଲାରେ- ୩୩
ଜଗତସିଂହପୁର ଜିଲ୍ଲାରେ- ୩୧
ଅନୁଗୁଳ ଜିଲ୍ଲାରେ -୨୫
କଳାହାଣ୍ଡି ଜିଲ୍ଲାରୁ- ୧୭
ବଲାଙ୍ଗୀର ଜିଲ୍ଲାରେ- ୧୬
ମୟୂରଭଞ୍ଜ ଜିଲ୍ଲାରେ- ୧୪
କେନ୍ଦୁଝର ଜିଲ୍ଲାରେ -୧୧
ମାଲକାନଗିରି ଜିଲ୍ଲାରେ-୧୦
ଝାରସୁଗୁଡ଼ା ଜିଲ୍ଲାରେ -୫
ସମ୍ବଲପୁର ଜିଲ୍ଲାରେ -୫
କନ୍ଧମାଳ ଜିଲ୍ଲାରେ- ୫
ଗଜପତି ଜିଲ୍ଲାରେ -୪
ଦେବଗଡ଼ ଜିଲ୍ଲାରେ -୩
ଢେଙ୍କାନାଳ ଜିଲ୍ଲାରେ -୩
ନୂଆପଡ଼ା ଜିଲ୍ଲାରେ -୧
କୋରାପୁଟ ଜିଲ୍ଲାରେ -୧
ନବରଙ୍ଗପୁର ଜିଲ୍ଲାରେ -୧