କରୋନାକୁ ହରାଇଲେ ଓଡ଼ିଶା ପୋଲିସର ୯୫ଜଣ ଯୋଦ୍ଧା, ଟ୍ଵିଟ୍‌ କରି ସୂଚନା ଦେଲେ ଡିଜି ଅଭୟ

ଭୁବନେଶ୍ବର: କରୋନାକୁ ହରାଇଲେ କୋଭିଡ୍‌ ଯୋଦ୍ଧା । ଓଡ଼ିଶା ପୋଲିସର ୯୫ଜଣ ଯୋଦ୍ଧା ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ଆରୋଗ୍ୟ ଲାଭ ପରେ ସେମାନେ ପୁଣି କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏନେଇ ପୋଲିସ ଡିଜି ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି। ରିଏଲ ଲାଇଫ୍‌ର ହିରୋମାନଙ୍କର କାର୍ଯ୍ୟରେ ନିଷ୍ଠା ଓ ପ୍ରତିବଦ୍ଧତାକୁ ପ୍ରଶଂସା କରିଛନ୍ତି ପୋଲିସ DG । ଏବେ କାର୍ଯ୍ୟକ୍ଷେତ୍ରକୁ ଆସି ଅନ୍ୟମାନଙ୍କୁ ସେମାନେ ସୁରକ୍ଷା ଦେବେ ବୋଲି କହିଛନ୍ତି ପୋଲିସ ଡିଜି ଅଭୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.