Below header

ଆଜି ରାଜ୍ୟରେ ୮୦୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ): ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୦୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥଙ୍କ ମଧ୍ୟରେ କଟକର ୪୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧାର ୮୧ ,କେନ୍ଦୁଝରର ୫୧, ମୟୂରଭଞ୍ଜର ୫୩, ଅନୁଗୁଳର ୩୪, ଜଗତସିଂହପୁରର ୪୪, କଳାହାଣ୍ଡିର ୧୩, ନୂଆପଡାର ୫୧, ସମ୍ବଲପୁରର ୪୦, ସୁନ୍ଦରଗଡର ୮୨, ବାଲେଶ୍ବରର ୬୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ଟ୍ବିଟ ଯୋଗେ ସୂଚନା ଦେଇଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।


ଏହା ସହିତ କେନ୍ଦ୍ରାପଡାର ୩୮, ବଲାଙ୍ଗିରର ୨୭, ଯାଜପୁରର ୧୭, ଭଦ୍ରକର ୭, ଝାରସୁଗୁଡାର ୨୧, ଢେଙ୍କାନାଳର ୧୨, ବରଗଡର ୩୦, ଗଞ୍ଜାମର ୬, କୋରାପୁଟର ୫, ପୁରୀର ୨୦, ଦେବଗଡର ୪, କନ୍ଧମାଳର ୫, ନବରଙ୍ଗପୁରର ୯, ମାଲକାନଗିରିର ୮, ନୟାଗଡର ୯, ସୋନପୁରର ୧, ବୌଦ୍ଧର ୫, ରାୟଗଡାର ୯, ଷ୍ଟେଟପୁଲର ୧୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏହି ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୩୧୨୦୬୫ ଜଣ ସୁସ୍ଥ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.