Below header

ଭୁବନେଶ୍ୱର ମଧ୍ଯ ଏମଏଲଏ ଅନନ୍ତ ନାରାୟଣ ଜେନା କରୋନା ପଜିଟିଭ୍

ଭୁବନେଶ୍ୱର: ଭୁବନେଶ୍ୱର ମଧ୍ଯ ଏମଏଲଏ ଅନନ୍ତ ନାରାୟଣ ଜେନା କରୋନା ପଜିଟିଭ୍। ତାଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡିଛି । ଏନେଇ ସେ ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି ।

bjd

ତେବେ ବର୍ତ୍ତମାନ ସେ ହୋମ୍ କ୍ବାରେଣ୍ଟାଇନରେ ଥିବା ସହିତ ସୁସ୍ଥ ଥିବା କହିଛନ୍ତି । ଏହାସହିତ ଗତ କିଛି ଦିନ ଭିତରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ଯକ୍ତି ବିଶେଷଙ୍କୁ ସେ ଆଇସୋଲେସନରେ ରହିବା ସହିତ କରୋନା ଟେଷ୍ଟ କରିବାକୁ ପରାମର୍ଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.