Below header

ଦିନକୁ ଦିନ ବଢୁଛି ସଂକ୍ରମଣ: ରେଡ୍‌ ଜୋନ୍‌ ତାଲିକାରେ ରାଜ୍ଯର ୧୧ଟି ଜିଲ୍ଲା

ଭୁବନେଶ୍ବର: ରାଜ୍ୟର ୧୧ ଜିଲ୍ଲା ରେଡ୍‌ ଜୋନ୍‌ । ଗତକାଲି ୧୦ ଜିଲ୍ଲା ଥିବାବେଳେ ଆଜି ରେଡ୍‌ ଜୋନ୍‌ ତାଲିକାରେ ଯୋଡି ହୋଇଛି ନବରଙ୍ଗପୁର ଜିଲ୍ଲା। ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ନବରଙ୍ଗପୁରରେ ଆକ୍‌ଟିଭ୍‌ କେସ୍‌ ରହିଛି ୧ହଜାର ୨୫।

ଗତକାଲି ଝାରସୁଗୁଡ଼ା, ପୁରୀ ଓ ବଲାଙ୍ଗିର ରେଡ୍‌ ଜୋନ୍‌କୁ ଆସିଥିଲା। ପୂର୍ବରୁ ରେଡ୍‌ ଜୋନ୍‌ ତାଲିକାରେ ରହିଥିଲା ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ଖୋର୍ଦ୍ଧା ଓ କଟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.